Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : ମାଲକାନଗିରି ସଦର ଡିଏସପି ଅକ୍ଷୟ ନାୟକ କଳାହାଣ୍ଡି ପୋଲିସ ଦ୍ବାରା ଅଟକ। ବିବାହିତା ମହିଳା କନେଷ୍ଟବଳ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଙ୍ଗ ଭଳି ଆସିଛି ସାଙ୍ଘାତିକ ଅଭିଯୋଗ ।ନ୍ୟାୟ ଦେବେ କଣ ସେ ହିଁ ଲିପ୍ତ ଅଛନ୍ତି ।ସୂଚନା ଅନୁଯାୟୀ ଜୈନିକ ଜଣେ ମହିଳା କନେଷ୍ଟବଳ ଙ୍କୁ ପାଞ୍ଚ ବର୍ଷ ତଳେ ବିବାହ କରିଥିଲେ ଓ ସାଙ୍ଗରେ ରହିବା ପାଇଁ କଥା ଦେଇଥିଲେ।କିନ୍ତୁ ଏବେ ମହିଳା କନେଷ୍ଟବଳ ଙ୍କୁ ଛାଡି ତାଙ୍କୁ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା କନେଷ୍ଟବଳ ଜଣକ।ସେ ଏ ନେଇ କଳାହାଣ୍ଡି ପୋଲିସ ଆରକ୍ଷୀ ଙ୍କ ଠାରେ ଅଭିଯୋଗ ହେଲା ପରେ କେସିଙ୍ଗା ଥାନାରେ ମାମଲା ରୁଜୁ ହୋଇଛି।ରାଜ୍ୟରେ ନାରୀ ନିର୍ଯ୍ୟାତନା ଓଡିଶା ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସମୟରେ ଖୁଦ ଏବେ ପୋଲିସ ନାଁ ରେ ସଂଗୀନ ଅଭିଯୋଗ। ବିଶ୍ୱାସ ଯୋଗ୍ୟ ହିଁ ପ୍ରତାରଣା ସୈତାନ ସାଜିଛି ,ଏ ନେଇ କଳାହାଣ୍ଡି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି।। କେସିଙ୍ଗା ଥାନା ରେ ଏକ ମାମଲା ରୁଜୁ ହୋଇଛି ।ଅଭିଯୁକ୍ତ ଅକ୍ଷୟ ନାୟକ କେସିଙ୍ଗା ଥାନା ରେ ପୁର୍ବ ରୁ ଏସଡିପିଓ ଭାବେ ଅବସ୍ଥାପିତ ଥିଲେ।ଘଟଣା ପରେ କଳାହାଣ୍ଡି ରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। 0 11 Share FacebookTwitterWhatsAppEmailFacebook MessengerTelegramPrint