କୋଶଲ ନ୍ୟୁଜ ପ୍ରଭାବରୁ ଚେମଣ୍ଟି ପେଣ୍ଠେଇ ଙ୍କୁ ମିଳିଲା ଭତ୍ତା

ଦେବଗଡ଼ (କୋଶଲ ନ୍ୟୁଜ୍) ସ୍ବାମୀ ମରିବାର ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମିଳିପାରିନଥିଲା ଚେମଣ୍ଟି ପେଣ୍ଠେଇ ଙ୍କୁ ବିଧବା ଭତ୍ତା । ଏ ଘଟଣା ଟି ଦେଖିବାକୁ ମିଳିଥିଲା ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଗୁଣ୍ଡିଆପଲି ପଞ୍ଚାୟତ ର ବଡଡଙ୍ଗାଘାଟ ଗ୍ରାମରେ କିନ୍ତୁ ଆଜି ତାହା ସଫଳ ହୋଇପାରିଛି ।ଚେମଣ୍ଟି ପେଣ୍ଠେଇ ଙ୍କ ଦୁଃଖ ବୁଝିପାରିଛନ୍ତି ସରକାର । ଏହା ଆମ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଲୋକଲୋଚନକୁ ଆସି ଆଜି BDO ସହିତ DSSO ଚେମଣ୍ଟି ପେଣ୍ଠେଇ ଙ୍କୁ ତିନି ମାସ ର ପଇସା ସହିତ ଭତ୍ତା ଖାତା ପ୍ରଦାନ କରିଛନ୍ତି ।7%

Comments
Loading...