ପୋଖରୀ ସଫା କଲେ ଯୁବ ଗୋଷ୍ଠୀ

ସଇଁନ୍ତଳା ବ୍ଳକ ଘୁନସର ପଞ୍ଚାୟତ ଅନ୍ତଗର୍ତ ଦେଢେଳ ପୋଖରୀ କୂଳରେ ଦୀର୍ଘ ଦିନ ହେଲାଣି କୁଢ଼ କୁଢ଼ ଆବର୍ଜନା ରହି ଥିବା ବେଳେ ଗ୍ରାମର ଦିନେଶ ମାଝୀ ଙ୍କ ନେତୃତ୍ୱରେ ଯୁବକ ଗୋଷ୍ଠୀ ମାନେ ସାମିଲ ହୋଇ ପୋଖରୀ ସଫା କରିଥିଲେ। ଏଥିରେ,ବିମଲ ସେଠ,କୁନାଲ ସେଠ,ରାଜୁ ସେଠ, ଅଭି ମାଝୀ,ବିରେନ୍ଦ୍ର ସେଠ,ମାନେଶ କୁମାର ମାଝୀ,ଗୌରାଙ୍ଗ ସେଠ,ରାଜୁ ଶିକା,ମଣ୍ଟୁ ଶିକା,ନିରୋଜ ସେଠ,ସୁନିଲ ଶିକା,ଭୂପେନ୍ଦ୍ର ସେଠ,ମୁନା ସେଠ,ଚନ୍ଦ୍ରଶେଖର ମାଝୀ, ବାପି କୁମ୍ଭାର,ଦେବେନ୍ଦ୍ର ମାଝୀ,ବିଭୂତି ମାଝୀ,ଗୋବର୍ଦ୍ଧନ ମାଝୀ,ବଳମକୁନ୍ଦ ମାଝୀ,ଅର୍ଜୁନ ମାଝୀ ପ୍ରମୁଖ ସାମିଲ ହୋଇ ଗାଁ କୁ ସ୍ୱଚ୍ଛତା ରଖିବା ପାଇଁ ଶପଥ ପାଠ କରିଥିଲେ।

Comments
Loading...