ସଡ଼କଆଲୁଅ ଲାଇଟ ଜଳୁନି

ବଙ୍ଗୋମୁଣ୍ଡା :-ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ବଡ଼ପରା ଗାଁ ରେ ସଡ଼କ ଆଲୋକ ସେବାନେଇ ସମସ୍ତ ବ୍ୟବସ୍ଥା ରହିଥିବା ସତ୍ୟେ ପ୍ରଶାସନିକ ଅଧିକାରୀ ଙ୍କ ଉଦାସୀନତା କାରଣରୁ ଆଲୋକ ସେବାରୁ ବଞ୍ଚିତ ହେଉଛନ୍ତି l ଗ୍ରାମର ମାଝିପଡା, ହରିଜନ ପଡା ଇନ୍ଦିରା ଛକରେ ଦୀର୍ଘ ଦିନରୁ ଆଲୋକ ସେବାରୁ ବଞ୍ଚିତ ହେଉଛନ୍ତି l ତୁରନ୍ତ ପଦକ୍ଷେପ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଜନସାଧାରଣ ରେ ଦାବୀ ହେଉଛି l

Comments
Loading...