ଖପ୍ରାଖୋଲ ପୋଲିସ ଓ ସି ଆର ପି ଏଫ ତରଫରୁ ଗାଡି ଚେକିଂ କଡାକଡ଼ି

ପାଟଣାଗଡ ୦୨/୦୪ ( କୋଶଲ ନ୍ୟୁଜ୍ ) : ଖପ୍ରାଖୋଲ ପୋଲିସ ଓ ସି ଆର ପି ଏଫ ତରଫରୁ ମିଳିତ ଭାବରେ ଉଭୟଚାରିଚକିଆ ଜାନ ଓ ବାଇକ ଚେକିଂ ଜୋରଦାର ଚାଲିଥିବା ବେଳେ ମଦ୍ୟପ ଚାଳକ ମାନଙ୍କୁ ଚେକିଂ କରି ଜୋରିମାନା ଆଦାୟ କରାଯାଇଛି । ସୂଚନା ଯୋଗ୍ୟ ଯେ, ଖପ୍ରାଖୋଲ ଅଞ୍ଚଳ ରେ ବିଭିନ୍ନ ସମୟ ରେ ଦୁର୍ଘଟଣା, ମଦ୍ୟପ ମାନଙ୍କ ବେପରୁଆ ଗାଡିଚାଳନା ଓ ଆଗକୁ ସାଧାରଣ ନିର୍ବାଚନ ଥିବା ରୁ ଆକ୍ସନ ମୋଡ଼ ରେ ଉଭୟ ସି ଆର ପି ଏଫ ଓ ଖପ୍ରାଖୋଲ ପୋଲିସ । ସେହିପରି ଘୁମସର ଛକ ଠାରେ ସି ଆର ପି ଏଫ ସୁବ-ଇନ୍ସପେକ୍ଟର କ୍ରିଷ୍ଣା ଭରସାଗରିଆ ଙ୍କ ନେତୃତ୍ୱ ରେ ଖପ୍ରାଖୋଲ ପୋଲିସ ସହାୟତା ରେ ଗାଡି ଚେକିଂ ଚାଲିଛି ।

Comments
Loading...