ସରକାରୀ ବିଦ୍ୟାଳୟ ରୁ ପାଣି ପମ୍ପ ଚୋରି

ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ର ଭାଲୁଡୁଙ୍ଗୁରି ଗାଁ ରେ ଥିବା ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରେ 2018-2019ରୁ ଲାଗିଥିଲା ସେ ପାଣି ପମ୍ପ ଆଜି ଚୋରି ହୋଇଛି! ଆଜି ସକାଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଭାବରେ ଦାୟିତ୍ୱ ରେ ଥିବା ସପ୍ତା ସାହୁ ବିଦ୍ୟାଳୟ କୁ ଆସି ଦେଖିଲେ ଯେ ବିଦ୍ୟାଳୟ ରେ ଲାଗି ଥିବା ପାଣି ପମ୍ପ ନଥିଲା! ଏ ନେଇ ସାଙ୍ଗେ ସାଙ୍ଗେ ବିଦ୍ୟାଳୟ ର ପ୍ରେସିଡେଣ୍ଟ ଝସକେତନ ବିଶ୍ୱାଳ କୁ ଖବର ଦେଇ ଥିଲେ!ଓ ଶିକ୍ଷୟତ୍ରୀ ସପ୍ତା ସାହୁ ଓ ଝସକେତେନ ବିଶ୍ୱାଳ ଥାନା କୁ ଆସି ଲିଖିତ ଆକାର ରେ ଅଭିଯୋଗ କରିଛନ୍ତି!

Comments
Loading...