ନବରଙ୍ଗପୁର (କୋଶଲ ନ୍ୟୁଜ୍) ନବରଙ୍ଗପୁର ଜିଲ୍ଲା ରେ ଦିନ କୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ଆଜି ନବରଙ୍ଗପୁର ଜିଲ୍ଲାରେ ମୋଟ 11 ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଡାବୁଗାଁ ବ୍ଲକ ଜୟନ୍ତୀନଗର ଠାରେ ପୁଣି ଜଣେ କରନା ଆକ୍ରାନ୍ତ ଛିନ୍ନଟ ।ପ୍ରକୃତରେ ଡାବୁଗାଁ ଅଞ୍ଚଳବାସୀଙ୍କ ପାଇଁ ଏହା ଏକ ଦୁଃଖ ର ବିଷୟ ଅଟେ । ବହୁ ଦିନ ହେବ ଡାବୁଗାଁ ଅଞ୍ଚଳ କରନା ମୁକ୍ତ ଥିଲା କିନ୍ତୁ ପୁଣି ଆମ ଅଞ୍ଚଳରେ କରନା ତାର କାୟା ମେଲାଉଛି ।ଏବେବି ସମୟ ଅଛି ଜନସାଧାରଣ ଯଦି ସତର୍କତା ଅବଲମ୍ବନ କରିବେ ତେବେ ଆମ ଅଞ୍ଚଳ ସମ୍ପୂର୍ଣ୍ଣ କରନା ମୁକ୍ତ ହଇ ପାରିବ ।
