ନବରଙ୍ଗପୁର ସହରର ମଧ୍ୟ ଭାଗରେ ଥିବା ମଶାଣି ର ସଫେଇ କାର୍ଯ୍ୟ

ନବରଙ୍ଗପୁର ;-ନବରଙ୍ଗପୁର ସହରର ମଧ୍ୟ ଭାଗରେ ଥିବା ଛତ୍ରଭଟ ମଶାଣି ର ସଫେଇ କାର୍ଯ୍ୟ ପୋୖର ନିର୍ବାହି ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି । କୋରନା ସମୟରେ ମଧ୍ୟ ସହରର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି ଶ୍ରୀ ପଟ୍ଟନାୟକ ।ଏହା ପ୍ରକୃତରେ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ ।

Comments
Loading...