
କୋଶଲ ନ୍ୟୁଜ୍ ବ୍ୟୁରୋ : ତିନି ଦିନିଆ ଟେଲିକମ୍ ଇଣ୍ଡଷ୍ଟ୍ରି ଇଭେଣ୍ଟର ୪ର୍ଥ ସଂସ୍କରଣ କୋଭିଡ-୧୯ ମହାମାରୀ ହେତୁ ପ୍ରଥମ ଥର ପାଇଁ ଅନଲାଇନରେ ଅନୁଷ୍ଠିତ ହେବ।ଶିଳ୍ପ ସଂସ୍ଥା ସି ଓ ଏ ଆଇ ଅନୁଯାୟୀ ଡିସେମ୍ବର ୮ ରୁ ଆରମ୍ଭ ହେବାକୁ ଥିବା ୪ର୍ଥ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ।