Browsing Category
କଳାହାଣ୍ଡି
ମାରୱାଡ଼ି ଯୁବା ମଞ୍ଚ ଜୟପାଟଣା ଶାଖା ତରଫ ରୁ କରୋନା ସଚେତନତା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ
କଳାହାଣ୍ଡି (କୋଶଲ ନ୍ୟୁଜ୍) ସାରା ବିଶ୍ୱ ଆଜି କରୋନା ମହାମାରୀର ଦ୍ୱିତୀୟ ଲହରରେ ଅସ୍ତବ୍ୟସ୍ତ I କରୋନାର ଦ୍ୱିତୀୟ ଲହରରେ ମଣିଷ ଜୀବନ ମୃତ୍ୟୁ ସହ ଲଢେଇ କରୁଛି I ଏ!-->…
Read More...
Read More...
ବିନା ସୂଚନା ଫଳକରେ ଚାଳିଛି ଚେକ ଡ୍ୟାମ କାମ
କଳାହାଣ୍ଡି(କୋଶଲ ନ୍ୟୁଜ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମପଞ୍ଚାୟତର ସରଧାପୁର ଗ୍ରାମରେ ଚାଳିଛି ଚେକ ଡ୍ୟାମ କାମ କିନ୍ତୁ ନାହିଁ କୌଣସି!-->…
Read More...
Read More...
ଓଡ଼ିଶା ମୋ ପରିବାର ପକ୍ଷରୁ ବିଜେଡିକର୍ମୀ ଙ୍କ ଦ୍ଵାରା ରାସନ ସାମଗ୍ରୀ ବଣ୍ଟନ
https://youtu.be/_T1_2OpJA4g
କଳାହାଣ୍ଡି (କୋଶଲ ନ୍ୟୁଜ୍) ମହାମାରୀ କରୋନାରେ ପ୍ରଭାବିତ ହୋଇଥିବା ଓ ଅସହାୟ ଅବସ୍ଥାରେ ଗତି କରୁଥିବା ବୃଦ୍ଧ ବୃଦ୍ଧା ଲୋକ!-->!-->!-->…
Read More...
Read More...
ବାପା ମା’ଙ୍କ ମୃତ୍ଯୁ ପରେ ଅନାଥ ହୋଇପଡିଛନ୍ତି ଜ୍ଯୋସ୍ନା
କଳାହାଣ୍ଡି (କୋଶଲ ନ୍ୟୁଜ) ସମଗ୍ର ଦେଶ ରେ କରୋନା ମହାମାରୀ ତାର ଭୟ ଙ୍କର ରୂପ ଧରି ଆତଙ୍କ ଖେଳାଇ ବାରେ ଲାଗିଥିବା ବେଳେ ଏହି ମହାମାରୀ କାରଣ ରୁ ଅନେକ ଧନ ଜିବନ!-->…
Read More...
Read More...
ମାଟିର ଶିଶୁ କଳାକାର ଦୟା
କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ବ୍ଲକ, ଜୟନ୍ତପୁର ଗ୍ରାମର ଦୟା ସାଗର ମେହେରଙ୍କ ପ୍ରତିଭାକୁ ଦେଖିଲେ ଯିଏ ବି ଆଶ୍ଚର୍ଯ୍ୟ ହୋଇଯିବ।ଆଠ!-->…
Read More...
Read More...
ପ୍ରଥମ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ
କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପିପଲ ପଡା କୁ ଯାଉଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ। ଖୁଣ୍ଟିଆ!-->…
Read More...
Read More...
କୋଶଲ୍ ନ୍ଯୁଜ୍ ର ପ୍ରଭାବ, ୬ ମାସର ରାସନ୍ ପାଇଲେ ହିତାଧିକାରୀ
କଳାହାଣ୍ଡି (କୋଶଲ ନ୍ୟୁଜ୍) କୋଶଲ ନ୍ଯୁଜ୍ ର ମହା ପ୍ରଭାବ l ଖବର ବାଜିବା ପରେ ଚେତିଲା ପ୍ରଶାସନ l ଗରିବ ଓ ଖଟିଆ ଙ୍କ ପାଇଁ ସରକାର ଖାଦ୍ଯ ସୁରକ୍ଷା ଆଇନ୍ ଯୋଜନାରେ!-->…
Read More...
Read More...
ସହଯୋଗ ର ହାତ ବଢାଇଲେ ବିଜେଡି ଦଳ ର ଜିଲ୍ଲା ଉପସଭାପତି ଶ୍ରୀ ବାବୁଲି ମଣ୍ଡଳ
କଳାହାଣ୍ଡି (କୋଶଲ ନ୍ୟୁଜ) କର୍ଲାମୁଣ୍ଡା ବ୍ଲକ ର ଜୋରାଡ଼ବରା ପଞ୍ଚାୟତ ଅନ୍ତର୍ଗତ ସିଲେଟପଡା ଗ୍ରାମ ର ପୂର୍ଣ୍ଣଚନ୍ଦ୍ର ସୁନା ବାହାର କୁ ଦାଦନ ଖଟିବା କୁ ଯାଇଥିଲେ!-->…
Read More...
Read More...
ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ରକ୍ତଦାନ ଶିବିର ଆୟୋଜିତ
କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲାର ସ୍ବେଛାସେବୀ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ତରଫରୁ ଭବାନୀପାଟଣା ଠାରେ କର୍ମକର୍ତ୍ତା ଅଙ୍କିତ!-->…
Read More...
Read More...
ଭଙ୍ଗା ଘରେ ବିତୁଛି ଜୀବନ ଦୁଖଃ ଶୁଣୁନି ପ୍ରଶାସନ
କଳାହାଣ୍ଡି (କୋଶଲ ନ୍ୟୁଜ) ସରକାର ବାସ ହିନ ମାନଙ୍କୁ ରହିବା ପାଇଁ ମୋ କୁଡିଆ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି l ହେଲେ ପ୍ରକୃତ!-->!-->!-->…
Read More...
Read More...