Browsing Category
ଓଡିଶା ଖବର
ଡାବୁଗାଁରେ ପାଳିତ ହେଲା ବାବା ଭୈରବଙ୍କ ବଡଯାତ୍ରା
ନବରଙ୍ଗପୁର :-ଡାବୁଗାଁ ମଣ୍ଡେଇ ର ଗୋଟିଏ ଦିନ ପୂର୍ବରୁ ପାଳିତ ହେଲା ବାବା ଭୈରବ ଙ୍କ ବଡଯାତ୍ରା । ମଣ୍ଡେଇ ପୂର୍ବଦିନ ଏହି ପର୍ବ ବାବାଙ୍କ ଉଦେଶ୍ୟ ରେ ପାଳନ କରାଯାଏ।!-->…
Read More...
Read More...
ନବରଙ୍ଗପୁର ଗସ୍ତ ରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।କହିଲେ ଓଡିଶା ରେ ଦରକାର ଡବଲ ଇଂଜିନ ସରକାର!
ନବରଙ୍ଗପୁର :-ଆଜି ନବରଙ୍ଗପୁର ଠାରେ ବିଜେପି କୋର କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା!ଏହି ବୈଠକରେ ଯୋଗ ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ!-->…
Read More...
Read More...
ପଦ୍ମ ଛାଡି ଶଙ୍ଖ ଧରିଲେ ଗୁମା ପଞ୍ଚାୟତର ୩୭ ପରିବାର
ନିର୍ବାଚନ ପୂର୍ବରୁ ତୁମୁଡିବନ୍ଧରେ ସଶକ୍ତ ହେଉଛି ବିଜୁ ଜନତା ଦଳ
ତୁମୁଡିବନ୍ଧ(କୋଶଲ ନ୍ୟୁଜ):- ଆଗାମୀ ସାଧାରଣ ନିର୍ବାଚନ କୁ ଆଖିରେ ରଖି ତୁମୁଡିବନ୍ଧ ବ୍ଲକ ବିଜୁ!-->!-->!-->…
Read More...
Read More...
ବିଶିଷ୍ଟ ଶିଳ୍ପପତି ତ୍ରିଲୋଚନ ଅଗ୍ରୱାଲ ଙ୍କ ପରଲୋକ
କଳମପୁର 21/2 (କୋଶଲ ନ୍ୟୁଜ )କଳାହାଣ୍ଡି ଜିଲ୍ଲା କୋକକସରା ବ୍ଳକ ଲଡୁଗାଁର ଜଣାଶୁଣା ଶିଳ୍ପପତି ତଥା ସାମାଜ ସେବୀ ତ୍ରିଲୋଚନ ଅଗ୍ରୱାଲ(୬୬)ଙ୍କ ପରଲୋକ ଘଟିଛି । ଗାଁ!-->…
Read More...
Read More...
ଡାବୁଗାଁ ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ
ନବରଙ୍ଗପୁର:- ଡାବୁଗାଁ ବ୍ଲକ ର ୬ଟି ମାଟ୍ରିକ ପରୀକ୍ଷା କେନ୍ଦ୍ର ରେ ଆଜି ମଙ୍ଗଳବାର ପରୀକ୍ଷା ଆରମ୍ଭ ହୋଇଛି । ଏହି ୬ ଟି କେନ୍ଦ୍ର ରେ ପ୍ରଥମ ଦିନରେ ମୋଟ ୧୩୮୯ ଜଣ!-->…
Read More...
Read More...
ଝାଲିଆଗୁଡା ସଂରକ୍ଷିତ ଜଙ୍ଗଲରୁ ଶାଗୁଆନ କାଠ ଜବତ ୪ ଗିରଫ
ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗ ଜଙ୍ଗଲରୁ ଶାଗୁଆନ କାଠ ଚୋରୀ କରିବା ଅଭିଯୋଗରେ ୪ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ସୋମବାର ରାତ୍ରିରେ!-->…
Read More...
Read More...
ପୋଲସ ପୋଲିଓ ଟୀକାକରଣ ନିମନ୍ତେ ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
କଳାହାଣ୍ଡି(କୋଶଲ ନ୍ୟୁଜ୍):- ଆସନ୍ତା ମାର୍ଚ୍ଚ ମାସ 3 ତାରିଖରେ ଆରମ୍ଭ ହେବାକୁ ଥିବା ପୋଲସ ପୋଲିଓ ଟୀକାକରଣ ନିମନ୍ତେ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ ଙ୍କ!-->…
Read More...
Read More...
ଆଦିବାସୀ ମାନଙ୍କ ଜନ ଗର୍ଜନ ସମାବେଶ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଗଣ ବିକ୍ଷୋଭ ଓ ଧାରଣା
ରାୟଗଡା(କୋଶଲ ନ୍ୟୁଜ୍):-2002 2024 ସିପି ଆଇ (ଏମଏଲ) ଲିବରେସନ ତରଫରୁ ରାମନାଗୁଡା ର ଖିଲାପଦର ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ଯାଳୟ ସମ୍ମୁଖରେ!-->…
Read More...
Read More...
ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ପ୍ରତିବାଦରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ପ୍ରତିବାଦରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି। ନଗର କଂଗ୍ରେସ ପକ୍ଷରୁ!-->…
Read More...
Read More...
ଵୁଟିଆଗୁଡାରେ ଅଲେଖ ମହିମା ନାମ ଯଜ୍ଞ ଅନୁଷ୍ଠିତ
ନବରଙ୍ଗପୁର :-ଡାବୁଗାଁ ବ୍ଳକ ମେଦନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଵୁଟିଆଗୁଡା ରେ ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା, ବ୍ରହ୍ମ ଅବଧୂତ ଡମ୍ବରୁ ବାବା,ଅନାଦି ବାବା,!-->…
Read More...
Read More...