Browsing Category
ପୂର୍ବ ଓଡ଼ିଶା ଖବର
ମାଲକାନଗିରି ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଆଜିଠୁ ନାଇଟ କର୍ଫ୍ୟୁ
କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟlୟ ଅତ୍ୟନ୍ତ ଭୟଙ୍କର ହେଉଥିବା ଯୋଗୁଁ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଓ ଜିଲ୍ଲପାଳଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲାର ସମସ୍ତ ସହର!-->…
Read More...
Read More...
ବାରହା ଆକ୍ରମଣରେ ଯୁବକ ଗୁରୁତର: ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ମାର୍ଲାଙ୍ଗା ପଞ୍ଚାୟତର ସାଲକି ସିତାଗୁଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବାରହା ଆକ୍ରମଣରେ!-->…
Read More...
Read More...
ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଶିକ୍ଷକ, ଶିକ୍ଷୟିତ୍ରୀ
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକରେ କାର୍ଯ୍ୟରତ ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ବିଭିନ୍ନ ସମସ୍ୟାକୁ ନେଇ ଗୋଷ୍ଠୀ ଶିକ୍ଷା!-->…
Read More...
Read More...
ବଜ୍ରପାତ ଘଟି ୧ ବଳଦ ମୃତ
ଡାବୁଗାଁ, ୧୫/୪ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଡ଼ଙ୍ଗରିଗୁଡା ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତ ଘଟି ଗୋଟିଏ ବଳଦ ର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ :-!-->…
Read More...
Read More...
ଐତିହାସିକ ପୋଡାଗଡ଼ ପୀଠରେ ମାଁ ଦନ୍ତେଶ୍ୱରୀଙ୍କ ଚୈତ୍ର ନବରାତ୍ର ପାଳିତ
ନବରଙ୍ଗପୁର - ୧୫/୪/୨୧. ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଅତୀତର କିମ୍ବଦନ୍ତୀ ବହନ କରୁଥିବା ପର୍ଜ୍ୟଟନ ସ୍ଥଳୀ ଐତିହାସିକ ପୋଡ଼|ଗଡ଼ ପୀଠର ମା ଦନ୍ତେଶ୍ୱରୀ ଦେଵୀ!-->…
Read More...
Read More...
ମାଲକାନାଗିରିରେ ପାରମ୍ପାରିକ ଚଡକ ପୂଜା
ଦେବଙ୍କ ଦେବ ମହାଦେବ l ଖରା ବର୍ଷା କୁ ଖାତିର ନ'କରି ପ୍ରଭୁଙ୍କ ଉପରେ ଆସ୍ଥା ରଖି ହଜାର ହଜାର ଶ୍ରଦ୍ଧାଳୁ ମାନେ ପାଳନ କରନ୍ତି ଚୈତ୍ର ମାସ l ମହାପ୍ରଭୁ ଶିବଙ୍କୁ!-->…
Read More...
Read More...
ନବରଙ୍ଗପୁର ଜିଲ୍ଲା ପାଇଁ ୟେଲ ୱାର୍ଣ୍ଣି ଜାରି
ନବରଙ୍ଗପୁର :- ନବରଙ୍ଗପୁର ଜିଲ୍ଲା ପାଇଁ ୟେଲ ୱାର୍ଣ୍ଣି ଜାରି ବଜ୍ରପାତ ଏବଂ ହାଲୁକା ବର୍ଷାର ସମ୍ଭାବନା ଅଛି। ନବରଙ୍ଗପୁର ସମେତ ମାଲକାନଗିରି, କୋରାପୁଟ ଜିଲ୍ଲା!-->!-->!-->…
Read More...
Read More...
ପୋଲିସ୍ ପଞ୍ଝାରେ ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସହ ଗଞ୍ଜେଇ ଜବତ: ଡାକ୍ତରୀ ପରୀକ୍ଷା ବେଳେ ଜଣଙ୍କ କରୋନା ପଜିଟିଭ୍…
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ପୋଲିସ୍ ହାବୁଡ଼ରେ ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ଧରାପଡିଛନ୍ତି । ପ୍ରକାଶ ଯେ, ଅର୍ଣ୍ଣପୂର୍ଣ୍ଣା!-->!-->!-->…
Read More...
Read More...
ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ପାଳିତ
ନବରଙ୍ଗପୁର ଜିଲ୍ଲା (ଡାବୁଗାଁ):- ଆଜି ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି ତା ସହ ମହାବୀର ଜୟନ୍ତୀ । ହିନ୍ଦୁ ପରମ୍ପରାରେ ମହାବିଷୁବ ସଂକ୍ରାନ୍ତି ଏକ ବଡ!-->…
Read More...
Read More...
କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଡାବୁଗାଁ ସାପ୍ତାହିକ ହାଟ ବନ୍ଦ
ନବରଙ୍ଗପୁର ଜିଲ୍ଲା :-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସାପ୍ତାହିକ ହାଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପରବର୍ତ୍ତୀ ନିର୍ଦେଶ ନ ମିଳିବା ପର୍ଯନ୍ତ ବନ୍ଦ ରହିବ ।!-->…
Read More...
Read More...