Share କୋଶଲ ନ୍ୟୁଜ୍ ବ୍ୟୁରୋ |କଳାହାଣ୍ଡି:- ୧୯/୧୧ କଳାହାଣ୍ଡି ଜିଲ୍ଲା ରିସିଡା ଫାଣ୍ଡି ଅଧୀନରେ ଥିବା ପୌରକେଲା ପଞ୍ଚାୟତ ସ୍ଥିତ ସିରାବାହାଲ ଗାଁ ର ଦୁଇ ବାଳିକା ନିଜ ବିଲରୁ ଧାନକାଟି ଘରକୁ ଫେରି ପୋଖୋରୀ କୁ ଗାଧୋଇବାକୁ ଯାଇ ପାଣିରେ ବୁଡିଯାଇଥିଲେ l ଅନ୍ୟାନ୍ୟ ଖବର ପଢନ୍ତୁ ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ… May 9, 2025 ବେହେରାଗୁଡା ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ Apr 5, 2025 ଏ ବିଷୟରେ କର୍ଲାମୁଣ୍ଡା ଦମକଳ ବାହିନୀ ସୂଚନା ପାଇବା ପରେ ଘଟଣା ସ୍ଥଳକୁ ପହଞ୍ଚି ସବ ଦ୍ୱୟକୁ ଉଦ୍ଧାର କରିଛନ୍ତି l ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଦୁଇବାଳିକା ଜଣକହେଲେ ଅଷ୍ଟମୀ ଛତ୍ରିଆ ବୟସ ୨୦ ଓ ଅନ୍ୟଟି ସିମରଂନ ଛତ୍ରିଆ ବୟସ ୧୫ ହୋଇଥିବା ବେଳେ ଘଟଣାଟି ଦିନ ୧୨ଟା ରୁ ୧ ଟା ମଧ୍ୟରେ ଘଟିଥିବା ସୁଚନା ମିଳିଛି, ସମ୍ପର୍କରେ ଏମାନେ ନନା ଭାଣଜି ବୋଲି ଜଣା ପଡିଛି l ଓ ଘଟଣା ସମ୍ପର୍କରେ ଖବର ପାଇଁ କର୍ଲାମୁଣ୍ଡା ତହସିଲଦାର ଶ୍ରୀମତୀ ବାସନ୍ତୀ ସେଠି ଓ ରିସିଡା ଫାଣ୍ଡି ଅଧିକାରୀ ଜାଲ ବାବୁ ପହଞ୍ଚି ଶବ ଦ୍ବୟକୁ ଜବତ କରି ସବ ବ୍ୟବଚ୍ଛେଦ ପାଇଁ ଏମ, ରାମପୁର ସବବ୍ୟବ ଚ୍ଛେଦ କେନ୍ଦ୍ରକୁ ପଠାଇ ଥିବା ଜଣାପଡିଛି 0 28 Share FacebookTwitterWhatsAppEmailFacebook MessengerTelegramPrint