Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କେସିଙ୍ଗା ବ୍ଲକର ବନ୍ଦପଡା ଠାରେ ଚାଳିଥିବା ତୃତୀୟ ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଜ୍ଜାପିତ ହୋଇଯାଇଛି,୧୨ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ୍ ତୁଳାପଡା ଓ ଚିଚର୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ୧-୦ ଗୋଲରେ ଚିଚର୍ଲl ବିଜୟ ହାସଲ କରିଥିଲେ. ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବରେ ଯୁବ ସଂଗଠକ ତଥା ବରିଷ୍ଠ ନେତା ବିଜେଡ଼ି ଚିତ୍ତରଞ୍ଜନ ମଣ୍ଡଳ(ବାବୁଳି), ସମ୍ମାନିତ ଅତିଥି ଭାବେ ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି (ମୁନା), ଅନ୍ୟ ତମ ଅତିଥି ଭାବରେ ଇଣ୍ଡିଆନ୍ ବ୍ୟାଙ୍କ ମ୍ୟାନେଜର ସୁଧିର ମାଝୀ ଯୋଗଦେଇଥିଲେ.ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ର ସଭାପତି ଆଶୋକ ହରପାଳ,ଟିକେରାମ ସାହୁ ,ଦୁଇ କମେଟ୍ରୀଟର ସ୍ୱରାଜ କୁମାର ଭୋଇ,ମିଲନ କୁମାର ସାହୁ,ହେମରାଜ ନାଗ,ସିଦ୍ଧିଲାଳ ସାହୁ,ଚକ୍ର ନାଗ,ସୁଧିର,ଜିତେନ,ଜଗଦିଶ,ମଣ୍ଟୁ ,ମିଟୁ,ଡିଜନ,କେତନ,ଭିକୁ,ସୁଧିର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। 0 16 Share FacebookTwitterWhatsAppEmailFacebook MessengerTelegramPrint