Share କୋଶଲ ନ୍ୟୁଜ୍ ବ୍ୟୁରୋ : କେନ୍ଦ୍ର ସରକାରଙ୍କ mgnregs ଯୋଜନାରେ ଦୁର୍ନୀତି, ଏଭଳି କାମ କାଶୀପୁର ପଞ୍ଚାୟତ ଅନ୍ତର୍ଗତ, କୁମ୍ଭାର ସିଲା, ରତାପରା, ଓ ପରଜା ଶିଳାରେ ଗ୍ରାମରେ ଦେଖିବାକୁ ମିଳିଛି, ସୂଚନା ଅନୁସାରେ କାଶୀପୁର ପଞ୍ଚାୟତ ର କିଛିଟା କାମ ନିମ୍ନୋ ମାନର ହୋଇଛି, ଆର୍ଥିକ ବର୍ଷ –2019 ଏବଂ 2020/21ରେ ହୋଇଥିବା mgnregs କାର୍ଯ୍ୟ, କେନ୍ଦ୍ର ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏଭଳି କାର୍ଯ୍ୟ ହେଉଛି ଯାହାକି ଭବିଷ୍ୟତରେ ଭୁଶୁଡି ଯିବାର ସମ୍ଭାବନା ରହିଛି, କାଶୀପୁର BDO ଶ୍ରୀ ଶରତ କୁମାର ରଇତ ଓ AE, ଶ୍ରୀ GT ରାଓ ଉକ୍ତ କାର୍ଯ୍ୟକୁ ତଦାରଖ ନିମନ୍ତେ ପରିଦର୍ଶନ କରିଥିଲେ, ଅନ୍ୟାନ୍ୟ ଖବର ପଢନ୍ତୁ ସାମ୍ୱାଦିକ ମାନଙ୍କ ପ୍ରତି ଅତ୍ୟାଚାର କାହିଁକି? Jun 27, 2024 ରାସ୍ତା କାମରେ ନିୟୋଜିତ ଏକ ରୋଲର ଓଲଟିଲା ଅଳ୍ପକେ ବର୍ତ୍ତି ଗଲେ ଚାଳକ Jun 16, 2024 ଏଠାରେେ ମୁଖ୍ୟ ବିଷୟ ହେଲାକି ବର୍ଷ ପୂର୍ବେ ହୋଇଥିବା କାର୍ଯ୍ୟକୁ ପୁଣିଥରେ କାର୍ଯ୍ୟ କରି ସରକାରୀ ଅର୍ଥ ହଡ଼ପ କରାଯାଇଛି, BDO ମହାଶୟ ପରିଦର୍ଶନ ପରେ କହିଥିଲେଯେ ଯେଉଁ ସରକାରୀ କର୍ମଚାରୀ ଏଥିପାଇଁ ଦାୟୀ ଯଦି ସିଏ ପ୍ରମାଣିତ ହୁଅନ୍ତି ତାହାହେଲେ ଚିଠିକରାଯିବ ଏବଂ ଏହା ସମ୍ଭୋନ୍ଧେ ବିହିତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ! 0 8 Share FacebookTwitterWhatsAppEmailFacebook MessengerTelegramPrint