ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଭଇସାଦାନୀ ପଂଚାୟତ ଅନ୍ତର୍ଗତ କାଠଫେର ଠାରେ ଉନ୍ନତି କରଣ କାର୍ଯ୍ୟ ଚାଲିରହିଛି।କୋଭିଡ ମହାମାରୀ ପରିସ୍ଥିତିରେ ପର୍ବତ୍ୟାଅଞ୍ଚଳ ବାସୀଙ୍କ ଠାରେ ଶ୍ରମ ସଂସ୍ଥା ସୃଷ୍ଟି କରାଯାଇ ରୋଜଗାରର ସୁଯୋଗ ତିଆରି କରାଯାଇଛି।କାଠଫେର ଗ୍ରାମବାସୀ ମାନେ କୋଭିଡ ନିୟମା ବଳି ମାନି କାମ କରୁଅଛନ୍ତି ମୁହଁରେ ମାସ୍କ ବ୍ୟବହାର କରି ରହିବାବେଳେ ସାମାଜିକ ଦୂରତା ବଜାୟ ରଖି କାର୍ଯ୍ୟ ରେ ଯୋଗଦେଇଥିଲେ।ଏଭଳି ପରିସ୍ଥିତିରେ ନିଜ ଗାଁ ରେ କାମ କରିବା ପାଇଁ ଆନନ୍ଦିତ ହୋଇଛନ୍ତି।ସମସ୍ତ ଙ୍କୁ ଜମି ମରାମତି କାମ ଦେଇ ଉପଯୁକ୍ତ ସମୟରେ ରୋଜଗାର ଅର୍ଥ ପ୍ରଦାନ କରାଯାଇଛି ବୋଲି ଡବ୍ଲୁଡିଟିଏମ ସରୋଜ ନାଗ ପ୍ରକାଶ କରିଛନ୍ତି।
