କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତ ଜୟପାଟଣା ଥାନା ଅଧୀନ ରେ ଥିବା ମହୁଳପାଟଣା ଘାଟି ରାସ୍ତା ରେ କିଛି ଅଜଣା ଦୁର୍ବୁର୍ତ୍ତ ଗତ ୧୦ ଡିସେମ୍ବର ସକାଳ ୮ଟା ସମୟରେ ରାୟଗଡ଼ା ଜିଲ୍ଲା ଦରାଗୁଡା ଥାନା ଅନ୍ତର୍ଗତ ଡି. କରଲ ଗାଁ ରୁ ଜୟପାଟଣା ଆରଏମସି ବଜାର କୁ ଗୋରୁ କିଣିବା ପାଇଁ ,OR-08-A-8826 ଯୋଗେ ଆସୁଥିବା ୪ ଜଣ ଗୋରୁ ବେପାରୀ ଙ୍କୁ ଆଠ ଜଣ ଦୁର୍ବର୍ତ୍ତ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟ କରିଥିବା ନେଇ ଜୟପାଟଣା ଥାନା ରେ ଅଭିଯୋଗ ହୋଇଥିଲା ।


