Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ବ୍ଲକ ସ୍ଥିତ ପୌରକେଳା ଗ୍ରାମ ର ସୁମନ୍ତ ଦଣ୍ଡସେନା ନିଜ ବାହାଘର ଦିନ ନିଆରା ଢଙ୍ଗରେ ପାଳନ କରିଛନ୍ତି. ସୁମନ୍ତ ନିଜ ବାହାଘର ଦିନ ବନ୍ଧୁ ବାନ୍ଧବ ଙ୍କୁ ନିମନ୍ତ୍ରଣ କରି ବୃକ୍ଷ ବଣ୍ଟନ କରିଥିଲେ. ତାଙ୍କର ଏଭଳି କାର୍ଯ୍ୟ କୁ ଭଦ୍ରବ୍ୟକ୍ତି ମାନେ ପ୍ରଶଂସା କରିବା ସହିତ ନବ ଦମ୍ପତି କୁ ଶୁଭେଚ୍ଛା ଜଣେଇଥିଲେ. ତାଙ୍କ ବାହାଘର କାର୍ଯ୍ୟକ୍ରମ ରେ ଅଂଚଳର ଜଣାଶୁଣା ସମାଜସେବୀ ତଥା ବିଜେପି ପାର୍ଟି ର ବରିଷ୍ଠ ନେତା ଶ୍ରୀକାନ୍ତ ହୋତା,ବିଜେପି କର୍ମୀ ପ୍ରତାପ ବାଗ କରଲାମୁଣ୍ଡା ମଣ୍ଡଳ ଜିଲ୍ଲାପରିଷଦ ପ୍ରଭାତୀ ଭୋଇ. ବିଜେପି କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ଜୟନ୍ତୀ ସାହୁ, ସମାଜସେବୀ ଚିନ୍ମୟ ବେହେରା,ଯୁବ ନେତା ମିଳନ କୁମାର ସାହୁ ଉପସ୍ଥିତ ରହି ନବଦମ୍ପତି ଙ୍କୁ ଶୁଭେଚ୍ଛା ଜଣେଇ ଥିଲେ 0 15 Share FacebookTwitterWhatsAppEmailFacebook MessengerTelegramPrint