Share ଅନ୍ୟାନ୍ୟ ଖବର ପଢନ୍ତୁ ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ… May 9, 2025 ବେହେରାଗୁଡା ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ Apr 5, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି କନ୍ଯା ଫେରାର ହେବା ପରେ ନାବାଳିକା ସାଳିକୁ ବିବାହ କରି ବର ହଟ୍ଟହଟ୍ଟା I କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ତେନ୍ତୁଲିଖୁଣ୍ଟି ଗାଁରୁ ଆସିଛି ଏଭଳି ଚିତ୍ର I ବିଗତ ରାତ୍ରୀ କଲମପୁର ବ୍ଲକ୍ ତେନ୍ତୁଲିଖୁଣ୍ଟି ଗାଁରୁ କନ୍ଯାନେବା ପାଇଁ ବରପାତ୍ର ଆସିଥିଲା ଜୟପାଟଣା ଥାନା ବଡ କର୍ଲାକୋଟ ସ୍ଥିତ ମାଲପଡା ଗାଁକୁ I ତେବେ ବରପାତ୍ର କନ୍ଯା ଘରକୁ ପହଞ୍ଚିବା ବେଳକୁ କନ୍ଯା ଫେରାର୍ ହୋଇଥିଲା I ପରେ କନ୍ଯା ଘର ର ଲୋକେ ବାଧ୍ଯ ହୋଇ ନାବାଳିକା ସାଳିକୁ ବାହା ବେଦିରେ ବସାଇ ବାହା ଦେଇ ଶାଶୁଘର କୁ ପଠାଇ ଦେଇଥିଲେ I ତେବେ ଝୀଅ ନାବାଳିକା ଥିବା କୌଣଷି ସୂତ୍ରରୁ ଖବର ପାଇ ଜୟପାଟଣା ସି.ଡି.ପି.ଓ ଜୟନ୍ତି ବେହେରା ଏବଂ ଜୟପାଟଣା ପୋଲିସ ପହଞ୍ଚି ନାବାଳିକା କନ୍ଯା ଶାଶୁଘର ତେନ୍ତୁଲିଖୁଣ୍ଟିରୁ ଉଦ୍ଧାର କରିଥିଲେ I 0 25 Share FacebookTwitterWhatsAppEmailFacebook MessengerTelegramPrint