Share କୋଶଲ ନ୍ୟୁଜ୍ ବ୍ୟୁରୋ : ଗତ ୧୪ ଫେବୃୟାରୀ ୨୦୧୯ ରେ ପୁଲୱାମା ହମଲା ରେ ସହିଦ ହୋଇଥିବା ୪୦ ବୀର ଜବାନ ଙ୍କ ସ୍ମୃତି ରେ ସଂଗଠନ ତରଫରୁ ଏକ କେଣ୍ଡେଲ୍ ମାର୍ଚ୍ଚ ସୋଭାଯାତ୍ରା ତିନିଛକ ଠାରୁ ବାହାରି ଚାରିଛକ ରେ ପହଞ୍ଚିଥିଲା ଶେଷରେ ଧର୍ମଗଡ ବ୍ଲକ୍ ଶିକ୍ଷକ ସଂଘ ସଭାପତି ବଙ୍କିମ ସାଗର ଙ୍କ ଅଧକ୍ଷତା ରେ ୧ ମିନିଟ୍ ପାଇଁ ନିରବ ପାର୍ଥନା କରି ସହୀଦ ଯବାନ ମାନଙ୍କି ଶ୍ରଦ୍ଧାଞ୍ଜଲୀ ଦିଆଯାଇଥିଲା ॥ ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 ଉକ୍ତ କେଣ୍ଡେଲ୍ ମାର୍ଚ୍ଚ କୁ ସଂଗଠନ ର ଉପ ସଭାପତି ମହେଶ୍ୱର ସୁନାନୀ ପରିଚାଲନା କରିଥିବା ବେଲେ ଏଥିରେ ବଜରଙ୍ଗ ଅଗ୍ରୱାଲ,ଡାକେଶ୍ୱର ଲହଜଲ୍, ଶ୍ରବଣ ବାଗ,କମଲା ବିହାରୀ,ଲବଣୀ ରାଉତ,ଢଗ ନାଏକ, ମୃତୁଞ୍ଜୟ ନାଏକ,ୟୋଗେସ୍ ତାଣ୍ତି, ଅଜୟ ସୁନାନୀ ,ନିଲମ୍ ନାଏକ ,ଗ୍ୟାନ ନାଏକ,ନିରଞ୍ଜନ ନାଏକ ,ଲକ୍ଷ୍ମୀକାନ୍ତ ନାଏକ,ଗ୍ୟାନ ଜଗତ ,ଶଶି ଜଗତ ,ହେମନ୍ତ ମହାନନ୍ଦ , ଚିନ୍ମୟ ବାଗ ପ୍ରମୁଖ ଉପସ୍ଥିତ ଥିଲେ ॥ 0 12 Share FacebookTwitterWhatsAppEmailFacebook MessengerTelegramPrint