Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଡଙ୍ଗରିଗୁଡା ଗାଁ ରେ ରନ୍ଧନ ଗ୍ୟାସ ସଂଯୋଗ ସମୟରେ ଗ୍ୟାସ ଲିକ୍ ହୋଇ ୩ ବଖରା ଘର ଜଳି ଯାଇଥିବା ବେଳେ ଲକ୍ଷ୍ୟଧିକ ଟଙ୍କା ରେ ସଂପତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ସୂଚନା ଅନୁସାରେ ଡଙ୍ଗରି ଗୁଡା ର ଗାଁ ର ନରେନ୍ଦ୍ର କୈବର୍ତ୍ତ ଙ୍କ ଘରେ ଶୁକ୍ରବାର ସେ ଗ୍ୟାସ କୁ ନେଇ ସଂଯୋଗ କରୁଥିଲେ ସେହି ସମୟରେ ହଠାତ୍ ଗ୍ୟାସ ଲିକ୍ ହୋଇ ଯାଇ ନିଆ ଲାଗିଯାଇ ନିମିଷକ ମଧ୍ୟରେ ଘର ସାରା ବ୍ୟାପି ଯାଇଥିଲା ଫଳରେ ଘର ଭିତରେ ଥିବା ଆସବାବପତ୍ର ସମେତ ଅନ୍ୟ ସାମଗ୍ରୀ ଜଳିପୋଡି ନଷ୍ଟ ହେବା ସହ ୩ ବଖରା ଘର ଜଳି ନଷ୍ଟ ହୋଇ ଥିବା ଅଭିଯୋଗ ହେଉଛି। ଘଟଣା ପରେ କୋକସରା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ତେବେ ଘଟଣା ରେ ପରିବାର ୮ ପ୍ରାଣୀ ଅଳ୍ପକେ ବର୍ତିଯାଇଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇ ଗ୍ରାମବାସୀ ଙ୍କ ପକ୍ଷରୁ ଦାବି ହେଉଛି। 0 7 Share FacebookTwitterWhatsAppEmailFacebook MessengerTelegramPrint