Share ଅନ୍ୟାନ୍ୟ ଖବର ପଢନ୍ତୁ ନାନ୍ଦୋଳ ଗ୍ରାମରେ ଯୋଗ ଦିବସ ଓ ମାଗଣା କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର… Jun 22, 2025 ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ… May 9, 2025 କୋଶଲ ନ୍ୟୁଜ୍ ବ୍ୟୁରୋ :- କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବନ୍ଧକନା ଗାଁ ନିକଟରେ ଥିବା ଚୁରାଗା ଡୋଙ୍ଗରି ଡାହାଣ ମୁଖ୍ୟ କେନାଳ ହୁଡା ନିକଟରେ ଗତକାଲି ମାଟି ଆଣିବାକୁ ଟ୍ରାକ୍ଟର ରେ ଶ୍ରମିକ କାମ କରୁଥିବା ଜଣେ ହଠାତ ମହିଳା ଙ୍କ ଉପରେ ମାଟି ଅତଡା ଧସି ପୋତି ହେବାରୁ ତାଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଛି ମୃତ ମହିଳା ବନ୍ଧକନା ଗ୍ରାମର ଶ୍ରମିକ ସୁଲୟା ମାଝୀ ୩୫ ବୋଲି ଜଣାପଡିଛି ପରେ ଏକ ଜେସିବି ରେ ମାଟି ହଟାଇ ତାଙ୍କ ମୃତ ଦେହ ବାହାର କରାଯାଇଛି ଖବର ପାଇ କଲମପୁର ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଓ ଗ୍ରାମବାସୀ ଶବ ଦେବାକୁ ମନା କରିଥିଲେ ବ୍ୟବଚ୍ଛେଦ କରିବାକୁ ପୋଲିସ ବୁଜାସୁଝା କରିବା ପରେ ମଧ୍ୟ ଶବ ହସ୍ତାନ୍ତର କରିବାକୁ ମନା କରିଥିଲେ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରାଯିବ ବୋଲି କହିଥିବା ସୂଚନା ମିଳିଛି 0 7 Share FacebookTwitterWhatsAppEmailFacebook MessengerTelegramPrint