Share କୋଶଲ ନ୍ୟୁଜ୍ ବ୍ୟୁରୋ : ରଣମାଲ-ରାଜୟ ଯୁବ କଂଗ୍ରେସ ସଭାପତି ଡ. ସମୃତି ରଞ୍ଜନ ଲେଙ୍କା ଏବଂ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାହୁଲ ମଙ୍ଗରାଜ ଙ୍କ ଆହ୍ୱାନ କ୍ରମେ ଆଜି କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ପ୍ରବକ୍ତା ବେନୁପାଣି ଦୁର୍ଗା ଙ୍କ ନେତୃତ୍ୱରେ ରଣମାଲ ବସଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 ଏଥିରେ କଂଗ୍ରେସ ର ଯୁବ କର୍ମୀ ମାନଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଙ୍କ କୁଶପୁତ୍ତଲା ଦାହ କରାଯାଇଥିଲା। ଦେଶର ଦିନକୁ ଦିନ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ବୃଦ୍ଧି କୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏହି କାର୍ଯ୍ୟକ୍ରମ ରେରୋହିତ ବାରିକ, ମନୋଜ ନାଏକ,ଜିତୁ ବାଗ, ଭାବନିଶଙ୍କର ସୁନାନୀ, ବିଦ୍ୟାଧର ଦୁର୍ଗା, ଯଶୋବନ୍ତ ସୁନାନୀ, ମାନସ ଦୁର୍ଗା, ଘନଶ୍ୟାମ ଗୁରମେ, ପ୍ରେମଲାଲ ତାଣ୍ଡି, ଶୁଭମ ନାଏକ, ଓମକାର ଦୁର୍ଗା, ଶିବା ନାଏକ, ଗଲୁ ନାଏକ, ଆକାଶ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ। 0 12 Share FacebookTwitterWhatsAppEmailFacebook MessengerTelegramPrint