Share କୋଶଲ ନ୍ୟୁଜ୍ ବ୍ୟୁରୋ : ଭବାନୀପାଟଣା ;୨୯/୧୨/୨୦୨୦ : ନୂତନ ଭାବରେ ଯୋଗ ଦେଇ ଥିବା ଆରକ୍ଷୀ ଅଧିକାରୀ ଡ଼ା ସର୍ବଣ ବିବେକ ଏମ ଙ୍କୁ ଏବିଭିପି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଗଲା ।ଆଗାମୀ ଦିନରେ ବ୍ୟକ୍ତିତ୍ୱ ନିର୍ମାଣ ଦ୍ୱାରା ରାଷ୍ଟ୍ର ନିର୍ମାଣ ଛାତ୍ର ମାନଙ୍କ ଦ୍ୱାରା ହଉ ବୋଲି ନୂତନ ଆରକ୍ଷୀ ଅଧିକାରୀ ମତ ଦେଲେ ।ଏହି ସ୍ୱାଗତ ସମ୍ବର୍ଦ୍ଧନା ରେ କଳାହାଣ୍ଡି ଜିଲ୍ଲା ସଂଯୋଜକ ପିରୁଷୋତ୍ତମ ବିଶି ,ବିଭାଗ ସାମାଜିକ ଗଣମାଧ୍ୟମ ପ୍ରମୁଖ ମୁକେଶ ବେହେରା ,ଭବାନୀପାଟଣା ନଗର ସମ୍ପାଦକ ଅଭିଷେକ ନାଏକ ,ଶଙ୍କର ପ୍ରଧାନ ଓ ସାମାଜିକ ଗଣ ମାଧ୍ୟମ ପ୍ରମୁଖ ଭକ୍ତ ସାହୁ ଉପସ୍ଥିତ ଥିଲେ । 0 16 Share FacebookTwitterWhatsAppEmailFacebook MessengerTelegramPrint