Share ଅନ୍ୟାନ୍ୟ ଖବର ପଢନ୍ତୁ ନାନ୍ଦୋଳ ଗ୍ରାମରେ ଯୋଗ ଦିବସ ଓ ମାଗଣା କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର… Jun 22, 2025 ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଓ. ସେ. ପା. ଭୁବନଶ୍ୱର ତରଫରୁ ଭିଡିଓ… May 9, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ମ.ରାମପୁର୍ ସାଇ ଫଟୋ ଷ୍ଟୁଡିଓ ର ମାଲିକ ଶାନ୍ତନୁ କୁମାର ସାହୁ ନିଜ ଉଦ୍ୟମରେ ମ.ରାମପୁର୍ ବ୍ଲକ୍ ଉର୍ଲାଦାନୀ ପଞ୍ଚାୟତ ସ୍ଥିତ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ନିରୀହ ବୃଦ୍ଧବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଛନ୍ତି । ପେସାରେ ସେ ଜଣେ ଫଟୋ ଗ୍ରାଫର୍ କିନ୍ତୁ ନିଶା ତାଙ୍କର ନିରୀହ ବୃଦ୍ଧବୃଦ୍ଧାଙ୍କ ସେବା କରିବା । ସେ ୨୦୧୬ ମସିହାରୁ ନିରୀହ ବୃଦ୍ଧବୃଦ୍ଧାଙ୍କୁ ଶୀତ ଦିନେ ଶୀତବସ୍ତ୍ର ପ୍ରଦାନ କରି ଆସୁଛନ୍ତି । ପ୍ରତିବର୍ଷ ନିଜ ଉଦ୍ୟମରେ ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଯାଇ ଏଭଳି ମହାନ୍ କାର୍ଯ୍ୟ କରିଆସୁଛନ୍ତି । ତାଙ୍କର ଏପରି ମହତ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । 0 16 Share FacebookTwitterWhatsAppEmailFacebook MessengerTelegramPrint