Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁଳେରଗୁଡା ଗ୍ରାମ ର ଜଣେ ବୃଦ୍ଧ ତିଳ ପୋର୍ତି (୬୦) ଆଜି ପାହାନ୍ତାରୁ ଗାଁ ନିକଟରେ ଥିବା ନାଲା କୁ ଶୌଚ ପାଇଁ ଯାଉଥିବା ବେଳେ ଅତର୍କିତ ଭାବେ ଜଙ୍ଗଲି ଭାଲୁ ଆକ୍ରମଣ ର ଶିକାର ହୋଇଛନ୍ତି ପରେ କୌଣସି ମତେ ଭାଲୁ କବଳରୁ ରକ୍ଷା ପାଇବା ପରେ ପରିବାର ତାଙ୍କୁ ୧୦୮ ଆମ୍ବୁଲାନ୍ସ ରେ କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରିଛନ୍ତି ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯିବା ନେଇ ଡାକ୍ତର ସୁଚନା ଦେଇଛନ୍ତି 0 8 Share FacebookTwitterWhatsAppEmailFacebook MessengerTelegramPrint