Share କୋଶଲ ନ୍ୟୁଜ୍ ବ୍ୟୁରୋ : କଲାହାଣ୍ଡି : କର୍ଲାମୁଣ୍ଡା ବ୍ଲକ୍ ସ୍ଥିତ ପାଣି ପଞ୍ଚାୟତ ଠାରେ କେଉଟ କୈବର୍ତ୍ତ ସମାଜ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ଏଥିରେ ଅଗସ୍ତି ବୁଡେକ ଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା ସଂପାଦକ କିଶୋର ଚନ୍ଦ୍ର ନାଏକ ସଭାର ଉଦ୍ଦେଶ୍ଯ ବିକାଶ ସହ କେଉଟ ସମାଜ ର ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ରହୁଥିବା ସହିତ ଯେକୌଣସି ମାଛ କଟା ଠିକା ଡଙ୍ଗା ଘାଟ ନଦୀ ମାନଙ୍କର ରଏଲଟି ଠିକା ଏ ସବୁ କେଉଟ କୈବର୍ତ୍ତ ପାଇବା ଦରକାର ବୋଲି ଜାତିର କର୍ମକର୍ତ୍ତା ମାନେ ମତ ପ୍ରକାଶ କରିଥିଲେ।ଏସବୁ ସରକାର ଅଣଦେଖା କରୁଥିବା ନେଇ କେଉଟ ସମାଜ ର ହକ୍ ପାଇ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଂଘର ସଭାପତି ଏକତା ବଦ୍ଧ ଭାବେ କାମ କରିବାକୁ ସୁଚନା ଦେଇଛନ୍ତି । ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 ଏଥିରେ ସାମିଲ ହୋଇଥିଲେ ବୁକ୍ଲ ସଂପାଦକ ସୁଶାନ୍ତ ମଲ୍ଲିକ, ସଭାପତି ଧବଳେଶ୍ଵର ଦଣ୍ଡସେନା ଭଯନ କାରୀ ମଲ୍ଲିକ ,ଗୁର ନାଏକ ଦାମୋଦର ନାଏକ ,ଦୁତିଆ ନାଏକ ,ଯୁଗଳ କିଶୋର ନାଏକ ,ଗଙ୍ଗା ନାଏକ, ପୁଣ୍ୟେ ଚନ୍ଦ୍ର ନାଏକ ପ୍ରମୁଖ ତଥା ଏହି ସଭାରେ ୧୬ ଖଣ୍ଡ ଗାଁମର ତିନି ଜଣ ଲେଖା ଏ ସଭ୍ଯ ମାନେ ଉପସ୍ଥିତ ରହି ସମାଜର ବିକାଶ ସମ୍ବନ୍ଧେ ବିଭିନ୍ନ ପସ୍ତାବ ଦେଇଥିଲେ। 0 15 Share FacebookTwitterWhatsAppEmailFacebook MessengerTelegramPrint