Share କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ସିଆରିଆ ଗ୍ରାମରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଦେବଗଡ଼ ତରଫରୁ ଆର୍ଥିକ ସ୍ବାକ୍ଷରିତା ସପ୍ତାହ ୨୦୨୧ ପାଳିତ ହୋଇଯାଇଛି । ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 ମୂଖ୍ୟ ଅତିଥି ଭାବରେ LGM ଭୀମ ଚରଣ ମାଝୀ ଆର୍ଥିକ ସ୍ବାକ୍ଷରିତାପରାମର୍ଶଦାତା ଶିବ ନାଥ ପାତ୍ର CSGR ସଂମ୍ପାଦିକା ରିତାରାଣୀ ରାଉତ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଏବଂ ସରକାରଙ୍କ ଦ୍ବାରା ଥିବା ସାମାଜିକ ସୁରକ୍ଷା ଯଥା ପ୍ରଧାନ ମନ୍ତ୍ରୀଙ୍କ ସୁରକ୍ଷା ବିମା ଯୋଜନା, ଜୀବନ ଜ୍ୟୋତି ଯୋଜନା, ଅଟଳ ପେନସନ ଯୋଜନା ଉପରେ ଏବଂ ବ୍ୟାଙ୍କର ସମସ୍ତ ନିୟମାବଳୀ ବିଷୟରେ ଆଲୋଚନା କରିଥିଲେ । 0 10 Share FacebookTwitterWhatsAppEmailFacebook MessengerTelegramPrint