Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କରୋନା ଟୀକା ନେବାପାଇଁ ସ୍ବାସ୍ଥ କେନ୍ଦ୍ରକୁ ଆସି ନିରାଶ ହୋଇ ଫେରିଲେ ଅଙ୍ଗନୱାଡି ଓ ଆଶା କର୍ମୀ ଦିଦି । ଏ ଘଟଣାଟି ଘଟିଛି ଦେବଗଡ ଜିଲ୍ଲାର ରିଆମାଳ ବ୍ଲକ ବୁଢ଼ାପାଳ ପ୍ରାଥମିକ ସ୍ବାସ୍ଥ କେନ୍ଦ୍ରରେ । ସୂଚନା ଅନୁସାରେ ବୁଢ଼ାପାଳ ଅଞ୍ଚଳର ୭/୮ଟି ପଞ୍ଚାୟତର ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ମାନଙ୍କୁ ଆଜି କରୋନା ଟିକା ଦେବାପାଇଁ ଡକାଯାଇଥିଲା । କିନ୍ତୁ ଛତାବର ଗୋଷ୍ଟି କେନ୍ଦ୍ରରୁ LHP ଦିଦି ଆସି ବୁଢ଼ାପାଳ ସ୍ବାସ୍ଥ କେନ୍ଦ୍ରରେ ସମୟ ପ୍ରାୟ ୯ଟାରୁ ଟୀକା ଦେବା ପାଇଁ ଆସିଥିଲେ ଏବଂ କିଛି କର୍ମୀକୁ ଟୀକା ମଧ୍ୟ ଦେଇଥିଲେ ଏବଂ ୧୧ଟା ସମୟରେ ସେ ସେଠାରୁ ପଳାଇ ଯାଇଥିଲେ ତେଣୁ ଅନ୍ୟ ଆଶା କର୍ମୀ ଓ ଅଙ୍ଗନୱାଡି ଦିଦି ଅନ୍ୟ ସ୍ବାସ୍ଥ କର୍ମୀ ଟୀକା ନ ନେଇ ୧୬ରୁ ୨୦ ଜଣ ନିରାଶରେ ଘରକୁ ଫେରିଥିଲେ ଏବଂ ସେଠାରେ କିଛି ଅଶାନ୍ତର ବାତା ବରଣ ଦେଖାଯାଇଥିଲା । 0 16 Share FacebookTwitterWhatsAppEmailFacebook MessengerTelegramPrint