Share କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କଣ୍ଟାବାହାଳ ପଞ୍ଚାୟତ ଅନ୍ତର୍ଗତ ବିରଞ୍ଚିପାଲି ଗ୍ରାମରେ ଜଙ୍ଘାଲିଙ୍ଗା ପୂଜା ସଭାପତି ପିତବାସ ଅଟି ଓ ଭାଗ୍ୟ ଧର କୁମୁରା ତତ୍ବାବଧାନତାରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 ଗୋଁଣ୍ଡ ସାଂସ୍କୃତିକ ସମାଜ ନଇକୂଳ ଗୁଡି ଜଙ୍ଘାଲିଙ୍ଗା ବଡଦେଓଙ୍କର ପୌଷମାସ ଶୁକ୍ଳପକ୍ଷ ଯେ କୌଣସି ତିଥିରେ ପୂଜା ଅନୁଷ୍ଠିତ ହୋଇଥାଏ । ଏହି ଜଙ୍ଘାଲିଙ୍ଗା ପୂଜାରେ ରିଆମାଳ ବ୍ଲକର ସମସ୍ତ ପଞ୍ଚାୟତରୁ ପ୍ରାୟ ୫ ହଜାର ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା ଏବଂ ବିରଞ୍ଚିପାଲି ରାଧାକୃଷ୍ଣ ସଂକ୍ରିତ୍ତନ ମଣ୍ଡଳୀ ଓ ସାତ କିଆରି ଏବଂ ଦଳ ମନରଞ୍ଜନ କରିବା ସହିତ ଚନ୍ଦ୍ର କୁଅଁର ,ବିରଞ୍ଚି ନାୟକ, କହ୍ନେଇଁ ନାୟକ, ପ୍ରଦିପ କୁମାର ଅଟି, ପରମା ନନ୍ଦ ନାୟକ, ନଳିନି ଚନ୍ଦ୍ର ଗଡତିଆ , ପ୍ରଶାନ୍ତ ନାୟକ ପୂଜକ ସାଗର ଚନ୍ଦ୍ର ନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ ।। 0 53 Share FacebookTwitterWhatsAppEmailFacebook MessengerTelegramPrint