ବାଘଛାଲ ସହ ୭ ଜଣ ଗିରଫ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ବାରକୋଟ ବାନଚଳ ଠିଆନାଳ ଜଙ୍ଗଲ ପାର୍ଶ୍ୱରୁ ଏକ ଚିତା ବାଘ ଛାଲ ଜବତ କରିଥିବା ଜଣାପଡ଼ିଛି। ସୁଚନା ଅନୁସାରେ ଗୋଳାବନ୍ଦ ଅରିଏନ୍ଟାଲ କ୍ୟାମ୍ପ ନିଟକ ଜଙ୍ଗଲ ଠାରେ ଏକ ବାଇକ ଯୋଗେ ତିନି ଜଣ ବ୍ୟକ୍ତି ଙ୍କୁ ବାରକୋଟ ବନ ବିଭାଗ ଅଧିକାରୀ ଟିମ ବାଘ ଛାଲ ସହିତ ଜବତ କରିଥିବା ସୁଚନା ମିଳିଛି।
ବନ ବିଭାଗ ଅଧିକାରୀ ଙ୍କ କହିବା କଥା ତଦନ୍ତ ଜାରି ରହିଛି ଖୁବ ଶୀଘ୍ର ସମସ୍ତ ଅନ୍ୟ ଆସାମୀ ମାନଙ୍କୁ ଗିରଫ କରାଯିବ ବୋଲି ସୁଚନା ଦେଇଛନ୍ତି। ଏବେ ସୁଦ୍ଧା ମୋଟ ସାତ ଜଣ ବ୍ୟକ୍ତି ଗିରଫ ହୋଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ।

Comments
Loading...