Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ ବରିଷ୍ଠ କିରାଣୀ ଅସିତ ଯୋଶୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଜମି ପଟ୍ଟା କରାଇଦେବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।ଖବର ଅନୁଯାୟୀ. ମୁରିବାହାଲ୍ ତହସିଲର ବରିଷ୍ଠ କିରାଣୀ ଅସିତ୍ ଯୋଶୀ ସହାଜପାଣି ଗାଁର ଥବିର ସାହୁଙ୍କଠାରୁ ଲାଞ୍ଚ ନେଉଥିଲେ । ଜମି ପଟ୍ଟା କରାଇଦେବାକୁ ୨୮ଶହ ଟଙ୍କା ଲାଞ୍ଚି ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ସେହିପରି ବଲାଙ୍ଗୀର ଓ ବରଗଡ଼ରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । 0 24 Share FacebookTwitterWhatsAppEmailFacebook MessengerTelegramPrint