Share ଅନ୍ୟାନ୍ୟ ଖବର ପଢନ୍ତୁ ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ… Sep 18, 2025 କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ Sep 1, 2025 କୋଶଲ ନ୍ୟୁଜ୍ ବ୍ୟୁରୋ |ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଗିରୀଶ ଚନ୍ଦ୍ର ପାତ୍ରଙ୍କ ବାସ ଭବନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ ହୋଇଥିବା କୁହାଯାଉଛି। ଏନେଇ ଯନ୍ତ୍ରୀ ରହୁଥିବା ଭଡା ଘର, ଦେଓଗାଁ ବ୍ଲକର ସରକାରୀ କାର୍ଯ୍ୟାଳୟ ଏବଂ ପୈତୃକ ଗ୍ରାମରେ ଚଢ଼ଉ ଜାରି ରହିଛି। ଏହି ଚଢ଼ଉରେ ବଲାଙ୍ଗିର, ସୁବର୍ଣ୍ଣପୁର ଓ ସମ୍ବଲପୁରର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି। ଚଢ଼ଉ ଶେଷ ହେବା ପରେ ସବୁ ତଥ୍ୟ ମିଳିବ ଓ ବର୍ତ୍ତମାନ ପର୍ଯ୍ୟନ୍ତ୮୨ହଜାର ତାଙ୍କ ଘର ରୁ ମିଳିଛି ବୋଲି ବଲାଙ୍ଗିର ଜିଲ୍ଲା ଭିଜିଲାନ୍ସ ଡ଼ିଏସପି କାଦମ୍ବିନୀ ସାମଲ ସୂଚନା ଦେଇଛନ୍ତି। ବଲାଙ୍ଗିର ରୁ ଲୋକନାଥ ସାହୁ ଙ୍କ ରିପୋର୍ଟ, କୋଶଲ ନ୍ୟୁଜ୍ । 0 12 Share FacebookTwitterWhatsAppEmailFacebook MessengerTelegramPrint