ଡାବୁଗାଁ ଠାରେ ଅବକାରି ବିଭାଗ ତରଫରୁ ଆମ ସଂକଳ୍ପ ନିଶା ନୁହେଁ, ଜୀବନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


ନବରଙ୍ଗପୁର(କୋଶଲ ନ୍ୟୁଜ୍):- ଡାବୁଗାଁ ସଦର ମହକୁମା ଠାରେ ଅବକାରି ବିଭାଗ ତରଫରୁ ନାଟକ ମାଧ୍ୟ୍ୟମରେ ଲୋକଙ୍କୁ ସଚେତନ କରିବା ପାଇଁ ଆମ ସଂକଳ୍ପ ନିଶା ନୁହେଁ, ଜୀବନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା। ଏହି କାର୍ଯ୍ୟକ୍ରମ ସମୟରେ ଅବକାରୀ ବିଭାଗ ର କର୍ମଚାରୀ ମାନଙ୍କ ସହ ପୋଲିସ କର୍ମଚାରୀ ମାନେ ମଧ୍ୟ୍ୟ ଉପସ୍ଥିତି ଥିଲେ। କାର୍ତ୍ତିକ ଗୁରୁ ଙ୍କ ନାଟକ ମାଧ୍ୟ୍ୟମରେ ବହୁତ ସୁନ୍ଦର ଭାବରେ ଲୋକଙ୍କୁ ସଚେତନ କରାଯାଇ ଥିଲା। ଏଭଳି ଡାବୁଗାଁ ବ୍ଲକର ଗାଁ ଗହଳି ରେ ମଧ୍ୟ ଆଗାମୀ ଦିନରେ ଅବକାରୀ ବିଭାଗ ତରଫରୁ ସଚେତନତା କରାଯିବ ବୋଲି ସୂଚନା ମିଳିଛି।

ରିପୋର୍ଟ: ମିହିର ଶଙ୍କର ପାତ୍ର (ନବରଙ୍ଗପୁର)

Comments
Loading...