ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲାର ଗାଁ ଗାଁରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ କୁ ବିପୁଳ ସ୍ୱାଗତ l ସ୍ଥାନୀୟ ମନ୍ଦିର ଗୁଡିକରେ ପୂଜାର୍ଚନା ପରେ ସ୍ୱାଗତ ଜଣାଇଛନ୍ତି ସ୍ଥାନୀୟ ଲୋକେl ଏଥିସହ ଘରକୁ ଘର ଯାଇ ଚାଉଳ ଓ ଗୁଆ ସଂଗ୍ରହ କରା ଯାଉଛି। ଆସନ୍ତା 17 ରେ ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବାକୁ ଥିବାବେଳେ ଏହି ରଥ ପ୍ରତ୍ୟେକ ଗାଁକୁ ଯିବ l ତେଣୁ ରଥକୁ ସମସ୍ତ ଜନସାଧାରଣ ସ୍ୱତ ପ୍ରଭୁତ ଭାବେ ସ୍ୱାଗତ କରୁଛନ୍ତି ମହା ପ୍ରଭୁଙ୍କର ଏହି ଅର୍ପଣ ରଥକୁ।
ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର