ନବରଙ୍ଗପୁର:- ଉମରକୋଟ ବିଧାୟକ ଶ୍ରୀ ନିତ୍ୟନନ୍ଦ ଗୋଣ୍ଡ ଆଜି କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ଶ୍ରୀ ଗଣ୍ଡ ଆଜି ସାମାନ୍ୟ ଜ୍ବର ଓ ଥଣ୍ଡା ଅନୁଭବ କରିବା ପରେ ହାଟ ବରଣ୍ଡି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇଥିଲେ । ସେଠାରେ ପଜିଟିଭ ଚିହ୍ନଟ ହେଇଥିଲେ । ବର୍ତ୍ତମାନ ସେ ନିଜ ଗ୍ରାମରେ ସଂଗରୋଧରେ ଅଛନ୍ତି । ଗତ ୭ ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ମଧ୍ୟ ପରୀକ୍ଷା କରାଇବା ପାଇଁ ଅନୁରୋଧ କରିଛନ୍ତି । ଯାହାବି ହେଉ ସେ ଜଣେ ଦାଇତ୍ୱବାନ ବିଧାୟକ ର ପରିଚୟ ଦେଇଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣ ମଧ୍ୟ ଦେଇଛନ୍ତି । ଯଦି ଆପଙ୍କ ମଧ୍ୟ କରନା ଲକ୍ଷଣ ଦେଖା ଦେଉଛି ତୋ ସର୍ଵ ପ୍ରଥମେ କରନା ଟେଷ୍ଟ କରି ନିଅନ୍ତୁ ଏବଂ ନିଜତଥା ନିଜପାରିବାର ର ସୁରକ୍ଷା ପ୍ରତି ସଚେତନ ହୁଅନ୍ତୁ ।ଆପଣଙ୍କ ଦ୍ୱାର ଯେଭଳି ଅନ୍ୟମାନେ ମଧ୍ୟ ସଂକ୍ରମିତ ନ ହେବେ ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ ।କାରଣ ଆପଣଙ୍କ ଗୋଟିଏ ଭଲ ନିସ୍ୱତୀ କରନା ରକିବାରେ ବିଶେଷ ସହଯୋଗ ହେବ ।
