ଡାବୁଗାଁ ସମ୍ମନିତ ଶିଶୁଵିକାଶ ପ୍ରକଳ୍ପରେ କାର୍ଯ୍ୟରତ ବରିଷ୍ଠ କିରାଣୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ନବରଙ୍ଗପୁର :-ଅପରାହ୍ନ 2ଘଣ୍ଟା ସମୟରେ ଡାବୁଗାଁ ସମ୍ମନିତ ଶିଶୁଵିକାଶ ପ୍ରକଳ୍ପ ରେ କାର୍ଯ୍ୟରତ ବରିଷ୍ଠ କିରାଣୀ ସନ୍ତୋଷ କୁମାରୀ ମିଶ୍ରଙ୍କୁ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଲେ। ଏହି ସମୟରେ ଉପସ୍ଥିତି ଥିଲେ ଡାବୁଗାଁ ସିଡିପିଓ ମିନତୀ ଦାସ, ସମସ୍ତ ସୁପ୍ରବାଇଜର ଓ ସମସ୍ତ କର୍ମଚାରୀ। ବରିଷ୍ଠ କିରାଣୀ ସନ୍ତୋଷ କୁମାରୀଙ୍କୁ ପୁଷ୍ପ ଗୁଚ୍ଛ ଦେବା ସହ, ମୁଦି, ସୋଲ ଆଦି ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ବିଭାଗ୍ୟୟ କର୍ମଚାରୀ ମାନେ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...