ଜାତୀୟ ଭୋଟର ଦିବସ ଅବସରେ ଡାବୁଗାଁ ରେ ଭୌରବ ଉଚ୍ଚ ମଧ୍ୟକମିକ ବିଦ୍ୟାଳୟ ତରଫରୁ ସଚେତନତା ରେଲି ଅନୁଷ୍ଠିତ

।ନବରଙ୍ଗପୁର :- ଜାନୁଆରୀ 25 ଜାତୀୟ ଭୋଟର ଦିବସ।ଏହି ଅବସରରେ ଡାବୁଗାଁ ବ୍ଲକ ତରଫରୁ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମକ ବିଦ୍ୟାଳୟରେ ଅଧକ୍ଷ ରମେଶ ଚନ୍ଦ୍ର ନାୟକଙ୍କ ଅଧକ୍ଷତା ରେ ଛାତ୍ର ଛାତି ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକର୍ମ ଅନୁଷ୍ଠିତ ହେଲା। ଉକ୍ତ କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲକ ତରଫରୁ ଜିପିଓ ପଦ୍ମନାବ ଭୋଳା, ପିଇଓ ଏଡି ପ୍ରସାଦ ଯୋଗଦେଇ ଛାତ୍ର ଛାତ୍ରି ମାନଙ୍କୁ ଭୋଟର ଦିବସ ବିଷୟରେ ସଚେତନ କରିଥିଲେ। ଏହା ପରେ ଡାବୁଗାଁ ସଦର ମହକୁମା ଠାରେ ଭୌରବ ଉଚ୍ଚ ମଧ୍ୟକମିକ ବିଦ୍ୟାଳୟ ତରଫରୁ ସଚେତନତା ରେଲି ଅନୁଷ୍ଠିତ ହେଲା। ଆଜିର କାର୍ଯ୍ୟକ୍ରମ ରେ ବ୍ଲକ କର୍ମଚାରୀ ମାନଙ୍କ ସହ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଉପସ୍ଥିତି ଥିଲେ। ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...