ରାଉଳି ଗୁଡା ଗ୍ରାମରେ ୧୦ଖଣ୍ଡ ଗ୍ରାମର ଗ୍ରାମବାସୀଙ୍କୁ କମ୍ବଳ ବାଣ୍ଟିଲେ ବିଜେଡିର ବରିଷ୍ଟ ନେତା ମଣ୍ଟୁ ପରିଡା

ନବରଙ୍ଗପୁର(କୋଶଲ ନ୍ୟୁଜ୍):-ନବରଙ୍ଗପୁର ଆଜି ଅପରାହ୍ନ 5ଘଣ୍ଟା ସମୟରେ ପାପଡାହାଣ୍ଡି ବ୍ଲକ ଅନ୍ତରର୍ଗତ ରାଉଳିଗୁଡା ଗ୍ରାମରେ ମାନିଗାଁ ପଞ୍ଚାୟତ ୧୦ଖଣ୍ଡ ଗ୍ରାମ ଯଥା କେନ୍ଦୁଗୁଡା, ବିରିଶାଲା, ମାହେନ୍ଦ୍ରି, ରାଉଲିଗୁଡା, ବୋନୂଆଗୁଡା, ମାନିଗାଁ, ଦୟାଗୁଡା, ମୂଷାପାଲା, ଜଟିଆଗୁଡା, ଘୁଷୁରାବେଡା, ମୁଦିଗୁଡା ର ଗ୍ରାମବାସୀଙ୍କୁ ୫ହଜାର କମ୍ବଳ ବାଣ୍ଟିଲେ ବିଜେଡିର ବରିଷ୍ଟ ନେତା ମଣ୍ଟୁ ପରିଡା। ଏହି ସମୟରେ ତାଙ୍କ ସହ ଉପସ୍ଥିତି ଥିଲେ ମାନିଗାଁ ସରପଞ୍ଚ ଶୁକଦେବ ଭତ୍ରା, ଜିଲ୍ଲାପରିଷଦ ସଭ୍ୟ ଯଶବନ୍ତ ନାୟକ, ସମିତି ସଭ୍ୟ ବୈଜନ୍ତି ପୂଜାରୀ, ୱାର୍ଡ ମେମ୍ବର ଗୋପୀ ମାଝୀ,ବିପିନ ଭୁକ୍ତାଟ୍ୱିଟୁ ଜେନା, ଯୁଗଳ ପୂଜାରୀ, ଜଗବନ୍ଧୁ ଗୌଡ଼, ଭଗବାନ ମାଝୀ, ୱାର୍ଡ ମେମ୍ବର ଜଗେନ୍ଦ୍ର ଜାନି ପ୍ରମ୍ମୁଖ । ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହେଲା। ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Comments
Loading...