ଚଚରାଗୁଡା ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର :-ଡାବୁଗା ବ୍ଲକ ଅନ୍ତର୍ଗତ ଚଚରାଗୁଡା ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆୟୋଜନ କରାଯାଇଥିଲା । ୧୬ ଗୋଟି ଟିମ ମଧ୍ୟ ରେ କୁଚା(ବେଙ୍ଗଲ ଟାଇଗରସ୍ ଟିମ)ଏବଂ ଜବାଗୁଡ଼ା (ରାକେ ୧୧) ଏହି ଦୁଇଜଣ ଟିମ ଫାଇନାଲ ରେ ପହଞ୍ଚିଥିଲେ।ଦୁଇ ଦଳ ମଧ୍ୟ ରେ ଜବାଗୁଡା ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୭୯-୮ ଟାର୍ଗେଟ ଦେଇଥିଲେ। ଏବଂ ବିପକ୍ଷ କୁଚା ଟିମ ୩ ୱିକେଟ ହରାଇ ୮୦ ରନ୍ ଟାର୍ଗେଟ ୧୦ ଓଭର ରେ ହାସିଲ କରି ବିଜୟ ଲାଭ କରିଥିଲେ।ବିଜେତା ଟିମକୁ ୬୦୦୦ ଟଙ୍କା ଏବଂ ରନ୍ ର ଟିମକୁ ୪୦୦୦ ହଜାର ଟଙ୍କା ପୁରସ୍କା ଦିଆଯାଇଥିଲା ।କୁଚ଼ା ଟିମ ପ୍ରଥମ ଥର ପାଇଁ ଫାଇନାଲ ହାସିଲ କରିବା ପରେ କୁଚା ଟିମ୍ ର ଖେଳାଳି ମାନଙ୍କ ମନରେ ଉତ୍ସାହର ଲହରୀ ଖେଳିଯାଇଥିଲା।
Comments
Loading...