ନବରଙ୍ଗପୁର (କୋଶଲ ନ୍ୟୁଜ୍):- ଡାବୁଗାଁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଡାବୁଗାଁ ବ୍ରାହ୍ମଣ ସମାଜ ର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବ୍ରାହ୍ମଣ ସମାଜ ବ୍ଲକ ସଭାପତି ଶିବ ପ୍ରସାଦ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ସୁରେନ୍ଦ୍ର ମିଶ୍ର, ଧିରେନ୍ଦ୍ର ତ୍ରିପାଠୀ, ଦୂର୍ଗା ପ୍ରସାଦ ରଥ, ସତ୍ୟନାରାୟଣ ଚୌଧୁରୀ,ରାଜେନ୍ଦ୍ର ମିଶ୍ର, ରଘୁନାଥ ଷଡ଼ଙ୍ଗୀ, ଲକ୍ଷ୍ମୀକାନ୍ତ ରଥ, ଗୁପ୍ତ ରଥ, ଅଜୟ ବହ୍ଲଭ ପଣ୍ଡା, ଦିନବନ୍ଧୁ ଗନ୍ତାୟତ, ବାବୁଲି ପଣ୍ଡା, ଗୋବିନ୍ଦ ପଣ୍ଡା, ଅଭିରାମ ପାଢ଼ୀ , ସରୋଜ ମିଶ୍ର, ରିଙ୍କୁ ମିଶ୍ର, ତ୍ରୀନାଥ ଦାଶ, କମଳାକାନ୍ତ ରଥ, ହୃଷିକେଶ ପାତ୍ର,ସୁଜିତ କୁମାର ଦାସ,ସୁନିଲ୍ ଦାସ, ପ୍ରଶାନ୍ତ ପଣ୍ଡା,ସୁଶୀଲ ଦାସ, ନରସିଂହ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ। ବ୍ରାହ୍ମଣ ସମାଜ ର ବିଭିନ୍ନ କାର୍ଯ୍ୟକ୍ରମ ଓ ସମାଜକୁ ସୁଦୃଢ କରିବା ନିମନ୍ତେ ଆଲୋଚନା କରାଯାଇ ଥିଲା।ବ୍ଲକର ୧୦୦ରୁ ଉର୍ଦ୍ଧ ସମାଜର ସଦର୍ଶଆଜିର ବୈଠକରେ ଉପସ୍ଥିତି ଥିଲେ। ରିପୋର୍ଟ : ପ୍ରିୟଦର୍ଶିନୀ ପାତ୍ର (ନବରଙ୍ଗପୁର)
ଡାବୁଗାଁ ଜଗନ୍ନାଥ ମନ୍ଦିରରେ ବ୍ରାହ୍ମଣ ସମାଜର ବୈଠକ
ଜିଲ୍ଲା ସମ୍ବାଦଦାତା - ଦେବଗଡ଼ [ କୋଶଲ ନ୍ୟୁଜ୍ ବ୍ୟୁରୋ - Koshalnews.In ]
Comments