ବାଲିଗୁଡ଼ା-(କୋଶଲ ନ୍ୟୁଜ୍)କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ କାର୍ଯ୍ୟାଳୟରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାର ଭାବେ ସୁଭ୍ରlଞ୍ଜଳି ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି l ଏହି ଅବସରରେ କ ନୂଆଗାଁ ଶିକ୍ଷକ ସଂଘ ପକ୍ଷରୁ ସଭାପତି ବୁଲୁ କୁମାର ନାୟକ,ସମ୍ପାଦକ ରାକେସ କୋଠ ଦଳାଇ, ଉପସଭାପତି ଶାନ୍ତନୁ କୁମାର ସାହାଣୀ, ସହ ସମ୍ପାଦକ ଲାଲୁ କୁମାର ମଲ୍ଲିକ, ଉପଦେଷ୍ଟl ଜୟ ଦେବ ପୂଜାରୀ, ରଘୁନାଥ ସାହୁ, ସୁଶୀଲ କୁମାର ପାତ୍ର, ସି ଆର ସିସି ସୁଶାନ୍ତ ସାହୁ, ସୂର୍ଯ୍ୟକାନ୍ତ ସାହୁ, ଶିକ୍ଷକ ସୁକାନ୍ତ ମହାପାତ୍ର, ପ୍ରମୁଖ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ l
ରିପୋର୍ଟ -ସାମୁଏଲ ପ୍ରଧାନ
