ନବରଙ୍ଗପୁର (କୋଶଲ ନ୍ୟୁଜ୍):- ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ପରିବେଶ ପରିବର୍ତ୍ତନ ସମ୍ୱନ୍ଧରେ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତହେଲା। ଏହି ତାଲିମ ଶିବିରରେ ତାଲିମ ଦେଇଥିଲେ ଡବ୍ଲୁଇଓ ଆଦିତ୍ୟ ନାରାୟଣ ରାଥ, ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ ଏବିଏଫ ମନାଲ ପରିଡା ଜିପିଡିଓ ପଦ୍ମନବ ଭୋଳା ପ୍ରମ୍ମୁଖ ଏବଂ ଆଜି ଡାବୁଗାଁ ବ୍ଲକର ଅଙ୍ଗନୱାଡି ୱାର୍କର, ଏମବିକେ, ସିଆରପି ଏବଂ ଏସ ଏସଜି ମାଁ ମାନେ ତାଲିମ ନେଇଥିଲେ। ଆଜିର କାର୍ଯ୍ୟକ୍ରମ କୁ ପାରିଚାଳନା କରିଥିଲେ ଡାବୁଗାଁ ବ୍ଲକର ପେସା ସଞ୍ଜଜକ ଶୁଭଶ୍ରୀ ମାହାଙ୍କୁଡ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହେଲା।
ରିପୋଟ: ମିହିର ଶଙ୍କର ପାତ୍ର (ନବରଙ୍ଗପୁର)