ପରମ୍ପରା ରକ୍ଷା ପାଇଁ ବାହୁଡା଼ ଯାତ୍ରା ବିନା ଭକ୍ତ ଏବଂ ବିନା ରଥରେ

ଐତିହ୍ୟ ସମ୍ପର୍ଣ ବୌଦ୍ଧ ଜିଲ୍ଲା ରେ ପ୍ରାଚୀନ ପରମ୍ପରା ରହିଛି କିନ୍ତୁ ଗତ ବର୍ଷ ଏବଂ ଏ ବର୍ଷ କରୋନା ମହାମାରୀ କାରଣ ରୁ ରଥଯାତ୍ରା ଏବଂ ଆଜି ବାହୁଡା଼ ଯାତ୍ରା ବିନା ଭକ୍ତ ଏବଂ ବିନା ରଥ ରେ କେବଳ ନୀତି କାନ୍ତି ରକ୍ଷା ପାଇଁ ମନ୍ଦିର ମଧ୍ୟରେ ଅଳ୍ପ ସଂଖ୍ୟକ ସେବକ ମାନଙ୍କ ଦ୍ୱାରା କରାଯିବାକୁ ନିଷ୍ପତି ହୋଇଛି | ଜିଲ୍ଲା ରେ ବିଭିନ୍ନ ଗ୍ରାମ ମାନଙ୍କ ରେ ମଧ୍ୟ ଆଜି ବାହୁଡା଼ ଯାତ୍ରା ଅନୁଷ୍ଠିତ ହେଉଛି କିନ୍ତୁ ସରକାର ମନା କରିଥିବାରୁ କେବଳ ନିୟମ ଅନୁସାରେ ସେବା କାର୍ଯ୍ୟ କରାଯିବାକୁ ସ୍ଥିର ହୋଇଛି |

Comments
Loading...