Share କୋଶଲ ନ୍ୟୁଜ୍ ବ୍ୟୁରୋ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କିଆକଟା ତ୍ରିବେଣୀ ଛକ ଠାରେ କିଆକଟା ପୋଲିସ ଓ ମେଗା ଇଞ୍ଜିନିୟରିଂ infrastructure Pvt Ltd। ମିଳିତ ଭାବେ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଅନ୍ୟାନ୍ୟ ଖବର ପଢନ୍ତୁ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ବିରୋଧରେ ଜିଲ୍ଲା… Dec 26, 2024 ବିଶାଳ ହିନ୍ଦୁ ରାଷ୍ଟ୍ର ମହାଧିବେଶନ ନିମନ୍ତେ ପ୍ରଚାର ରଥର ଶୁଭାରମ୍ଭ Dec 26, 2024 ଏଥିରେ କିଆକଟା ଥାନା ଭାର ପ୍ରାପ୍ତ ଅଧିକାରୀ ଅନାମ ଲାକ୍ରା ଆଇ ଆର୍ ବି ହାବିଲଦାର କ୍ଷେତ୍ରବାସୀ ନାଏକ ମେଗା ପ୍ରକଳ୍ପ ର ମୁଖ୍ୟ କୁ. କୁ ଗନ୍ସାଇଟ୍ ଇନ୍ ଚାର୍ଜ ଅଜୟ କୁମାର ରାଉତରାୟ ଯୋଜନା ଯନ୍ତ୍ରୀ ଅନିଲ କଇଥା ସୁରକ୍ଷା ଯନ୍ତ୍ରୀ ଦେବାଶିଷ ଚୌଧୁରୀ ସିଲୁ ଥମ୍ବା ଭବାନୀ ଶଙ୍କର ଆଡ ମିନ୍ ମନୋଜ୍ ସ୍ୱାଇଁ ସତ୍ୟଜିତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଲୋକ ମାନଙ୍କୁ ସଚତେନତା କରିଥିଲେ । ଆଇ ଆଇ ସି ଅନାମ ଲାକ୍ରା ରାସ୍ତାରେ ଯାଇଥିବା ବାଇକ୍ ଆରୋହୀ ଙ୍କୁ ଗୋଲାପ ଦେଇ ସଚେତନ କରିଥିଲେ। ତ୍ରିବେଣୀ ଛକ ଠାରୁ କିଆକଟା ମହାନଦୀ ବ୍ରିଜ୍ ପର୍ଯ୍ୟନ୍ତ ସଚେତନତା ରାଲୀ କରାଯାଇଥିଲା। 0 23 Share FacebookTwitterWhatsAppEmailFacebook MessengerTelegramPrint