Share ଅନ୍ୟାନ୍ୟ ଖବର ପଢନ୍ତୁ କେନ୍ଦ୍ର ସରକାର ଙ୍କ ଧ୍ବଜା ସ୍ୱଚ୍ଛତା ଅଭିଯାନ Oct 9, 2025 ଧୂମଧାମରେ ପାଳିତ ହେଲା ଇଷ୍ଟ ଦେବୀ ମା ରମ୍ଭାଦେବୀଙ୍କ ଗଣପର୍ବ Oct 8, 2025 କୋଶଲ ନ୍ୟୁଜ୍ ବ୍ୟୁରୋ : କଟକ ୬।୧: ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ବାହାରିଲା ବିଜ୍ଞପ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୦ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । ଅନଲାଇନ ମାଧ୍ୟମରେ ହେବ ପୁରା ପ୍ରକ୍ରିୟା । ବିନା ଜରିମନା ସହ ଫର୍ମ ପୂରଣର ଶେଷ ତାରିଖ ୨୮ ଜାନୁଆରୀ । ଜରିମନା ସହ ଫର୍ମ ଦାଖଲର ଶେଷ ତାରିଖ ୨ ଫେବୃଆରୀ । ସୂଚନାଯୋଗ୍ୟ ଯେ, ଆସନ୍ତା ମେ’ ୩ରୁ ୧୫ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଆସନ୍ତା ଜାନୁଆରୀ ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ । ରବିବାର-ଶନିବାର ସ୍କୁଲରେ ପାଠପଢା ହେବ। ଅପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ଜାରି ରହିବ । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସ୍କୁଲରେ ୧୦୦ଦିନ ଛାତ୍ରଛାତ୍ରୀ ପାଠ ପଢିବେ। 0 22 Share FacebookTwitterWhatsAppEmailFacebook MessengerTelegramPrint