ଆଜିର ରାଶିଫଳ ରବିବାର ୨୩ ମଇ ୨୦୨୧

ମେଷ: ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଏହାର ଆନଦ ନେବେ । ସନ୍ତାନ ମାନକ ପାଇଁ ଆଜି ଦିନଟି ଭଲ ରହିବ । ଘର ପରିବାର ଲୋକଙ୍କ ସମର୍ଥନ ଆପଣକ ଜୀବନରେ ସଫଳତା ଆଣିଦେବ । କୌଣସି ବିଗିଡି ଯାଇଥିବା କାମ ଆଜି ପୂରଣ ହେବାକୁ ଯାଉଛି । ଧନ ଲାଭର ଯୋଗ ରହିଛି । କୌଣସି ସମ୍ପତି ମାମଲାରେ ଚାଲିଥିବା ସମସ୍ୟାର ସମାଧାନ ହେବ । ଆପଣଙ୍କର କୌଣସି ଦୂର ସମ୍ପର୍କୀୟ ଲୋକଙ୍କ ଠାରୁ ସାହାଜ୍ୟ ମିଳିପାରେ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମିଥୁନ: ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଅଧିକ ସମୟ ବିତାଇବାର ମୌକା ମିଳିବ । ମାତା ପିତାଙ୍କ ସହ ଯୋଗରେ ଆପଣ କୌଣସି ନୂଆ କାମ ଆରମ୍ଭ କରି ପାରିବେ । ଆପଣଙ୍କ କର୍ମ କ୍ଷେତ୍ରରେ ଆପଣ ସଫଳ ହେବେ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ସେଥି ପାଇଁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବା ପାଇଁ କଠିନ ପରିଆରମ କରନ୍ତୁ ।
ସିଂହ:ଏହି ରାଶିର ଲୋକମାନେ ନିଜ ଜୀବନ ସାଥିଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ଆଜି କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଥିଲେ ଦିନଟି ଶୁଭ ଅଟେ । ଚାକିରି କରିଥିବା ବ୍ୟକ୍ତି ନୂଆ ପଦ ପାଇ ପାରିବେ । କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରି ଆପଣ କମ ସଫଳତା ପାଇବେ । ସେଥି ପାଇଁ ଆପଣ ମାନସିକ ଚିନ୍ତାରେ ରହିବେ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଶୁଭ ସମାଚାର ଶୁଣିବାକୁ ପାଇବେ । ନିଜ ରାଗ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଭଲ ବ୍ୟବହାର କରନ୍ତୁ । ନଚେତ ଭବିଷ୍ୟତରେ ଏହାକୁ ନେଇ ସମସ୍ଯା ହୋଇପାରେ ।
ତୁଳା:ଏହି ରାଶିର ଲୋକ ମାନେ ନିଜ ପରିବାର ସଦସ୍ୟଙ୍କ ପ୍ରତି ବହୁତ ଭଲ ବ୍ୟଭାର କରିବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତରେ ସମସ୍ଯା ହୋଇପାରେ । ଅଫିସରେ କାମ କରୁଥିବା ବ୍ୟକ୍ତି ନିଜ ସହ କର୍ମୀ ମାନଙ୍କର ସମର୍ଥନ ପାଇବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଯତ୍ନ ନିଅନ୍ତୁ । ବ୍ୟବସାୟରେ ଭଲ ଲାଭ ମିଳିବା ସହ ଉନ୍ନତି ହେବାର ଆଶଙ୍କା ରହିଛି ।
ଧନୁ:ଏହି ରାଶିର ଲୋକ ମାନୁ ନିଜ ପ୍ରିୟଜନ ଓ ସାଙ୍ଗ ସାଥିନ ସହ ଯୋଗ ମିଳିବ । ଉଚ୍ଚ ଶିକ୍ଷା ପାଇଁ ଛାତ୍ର ମାନବେ ଅଧିକ ପରିଶ୍ରମ କରିବେ । ଶିକ୍ଷକ ମାନେ ନିଜ କର୍ମ କ୍ଷେତ୍ରରେ ସଫଳ ହେବେ । ସମାଜରେ ଆପଣଙ୍କ ମାନ ସମାନର ବୃଦ୍ଧି ହେବ । ନିଜକୁ କୌଣସି ଠକ ଲୋକ ଠାରୁ ଦୂରେଇ ରଖନ୍ତୁ । ଆଜି ଆପଣ ଘର କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ସେଥି ପାଇଁ ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥି ପ୍ରତି ଧ୍ୟାନ ଦେବେ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଖୁସି ଖବର ମିଳିପାରେ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ ।
କୁମ୍ଭ: ଏହି ରାଶିର ଲୋକ ମାନେ କୌଣସି ସମାରୋହରେ ଯୋଗ ଦେଇ ନିଜକୁ ଧନ୍ୟ ମନେ କରିବେ । ଆପଣ ଚେଷ୍ଟା କରିଥିବା ସମସ୍ତ କାମ ଆଜି ସଫଳ ହେବ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ନିଜ ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । କୌଣସି କାମ କରିବା ପୂର୍ବରୁ ଭଲ ଭାବେ ଭାବି ଚିନ୍ତି କରନ୍ତୁ । ଆଜି ପଇସାକୁ ନେଇକି କିଛି ସମସ୍ଯା ହୋଇପାରେ । ସେଥି ପାଇଁ ସତର୍କ ରୁହନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...