ଆଜିର ରାଶିଫଳ ଶନିବାର ୨୨ ମଇ ୨୦୨୧

ମେଷ: ଏହି ରାଶିର ଲୋକ ମାନେ ନିଜ ଜୀବନ ସାଥିଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । ଭାଇ ଓ ଭଉଣୀଙ୍କ ସାହାଜ୍ଯ ଆଜି ଆପଣଙ୍କୁ ମିଳିବାକୁ ଯାଉଛି । ଯାହା ଫଳରେ ଆପଣ ଜୀବନର କର୍ମ କ୍ଷେତ୍ରରେ ସଫଳ ହେବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ଚାକିରି କରିଥିବା ବ୍ୟକ୍ତିଙ୍କୁ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ମିଳିବାକୁ ଯାଉଛି । ସମାଜରେ ଆପଣଙ୍କର ମାନ ସମାନର ବିକାଶ ହେବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ରରେ ସଫଳ ହେବାକୁ ହେଲେ ଅଧିକ ପରିଶ୍ରମ କରନ୍ତୁ ।
ମିଥୁନ: ଏହି ରାଶିର ଲୋକ ମାନେ ନିଜ ଭିତରେ ଥିବା ପ୍ରତିଭାକୁ ଜାଣି ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ସନ୍ତାନ ମାନଙ୍କ ପାଇଁ ଆପଣ ମାନସିକ ଚିନ୍ତାରେ ରହିବେ । ସେଥି ପାଇଁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହାୟତା ମିଳିବ । ମାତା ପିତାଙ୍କ ସହ ଯୋଗ ଫଳରେ ଆପଣ ନିଜ କର୍ମ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।
ସିଂହ:ଏହି ରାଶିର ଲୋକ ମାନଙ୍କୁ ବଡ ଗୁରୁଜନ ମାନଙ୍କ ଆଶୀର୍ବାଦ ମିଳିବ । କର୍ମ କ୍ଷେତ୍ରରେ ଆପଣଙ୍କୁ ନୂଆ ପଦ ମିଳିବାର ଯୋଗ ରହିଛି । ବିଦେଶକୁ ଯାତ୍ରା କରିବାର ଆଶଙ୍କା ରହିଛି । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ଭାଇ ଓ ଭଉଣୀଙ୍କ ସହ ଯୋଗ ଆପଣଙ୍କୁ ଜୀବନର କର୍ମ କ୍ଷେତରେ ସଫଳତା ଆଣି ଦେବା । ପାରିବାରିକ ଜୀବନରେ ସୁଖ ଶାନ୍ତି ଲାଗି ରହିବ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ।
ତୁଳା:ଆଜି ଆପଣଙ୍କୁ କୌଣସି ବ୍ୟକ୍ତିଙ୍କର ସାହାଜ୍ଯ ମିଳିବ । ଯଦି ଆପଣ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା କରୁଛନ୍ତି ତେବେ ଆପଣ ସଫଳ ହେବେ । ଆକସ୍ମିକ ଭାବରେ ଧନ ପ୍ରାପ୍ତ ହେବାର ଯୋଗ ରହିଛି । ମହିଳା ମାନେ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ନିଜକୁ ବ୍ୟସ୍ତ ରଖିବେ । ବ୍ୟବସାୟରେ ଭଲ ଲଭ ହେବା ସହ ଅଧିକ ରୋଜଗାର ମଧ୍ୟ ହେବ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ଧନୁ:ଆଜି ଆପଣଙ୍କର ନୂଆ ମିତ୍ରଙ୍କ ସହ ଭେଟ ହୋଇପାରେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । ମାତା ପିତାଙ୍କ ସହ ଯୋଗ ଆପଣଙ୍କୁ ଜୀବନର କର୍ମ ଭୂମିରେ ସଫଳତା ଆଣି ଦେବା । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବାକୁ ହେଲେ ଅଧିକ ପରିଶ୍ରମ କରନ୍ତୁ । ଶିକ୍ଷକ ମାନେ ନୂଆ ପଦ ପାଇବାର ଯୋଗ ରହିଛି । ବ୍ୟବସାୟୀ ମାନେ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ଅଟେ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ କୌଣସି କାରଣରୁ ମତଭେଦ ସୃଷ୍ଟି ହୋଇପାରେ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ସମାଜରେ ଆପଣଙ୍କର ମାନ ସମାନର ବୃଦ୍ଧି ହେବ । ଯାହା ଫଳରେ ଆପଣ ପ୍ରଶଂସାର ପାତ୍ର ହେବେ ।
କୁମ୍ଭ: ଏହି ରାଶିର ଲୋକ ମାନଙ୍କର ପାରିବାରିକ ସୁଖ ଶାନ୍ତି ବଜାୟ ରହିବା । ଯାହା ଫଳରେ ଅନୁକୂଳ ପରିସ୍ଥିତି ରହିବ । ଭାଇ ଓ ଭଉଣୀଙ୍କ ସହ ଯୋଗ ଆଜି ଆପଣଙ୍କୁ ମିଳିବାକୁ ଯାଉଛି । ଯାହା ଫଳରେ ଆପଣ ଜୀବନର କର୍ମ କ୍ଷେତ୍ରରେ ଉନ୍ନତି କରିବେ । ଚାକରି କରିଥିବା ବ୍ୟକ୍ତି ନୂଆ ପଦ ପାଇବାର ଯୋଗ ରହିଛି । ଶିକ୍ଷକ ମାନେ ଉଚ୍ଚ ଶିକ୍ଷା ପାଇଁ ନୂଆ ଯୋଜନା କରି ପାରିବେ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମନ ବଢିବ । ଯାହା ଫଳରେ ଆପଣ ଜୀବନର କର୍ମ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ନିଜ ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ଆପଣଙ୍କର ଭଲ ସମ୍ଭଧ ରହିବ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...