ଆଜିର ରାଶିଫଳ ଶୁକ୍ରବାର ୨୧ ମଇ ୨୦୨୧

ମେଷ: ଆଜି ଆପଣ କିଛି ବଡ କ୍ଷତିରେ ପଡି ପାରନ୍ତି । ଆପଣ ନିଜ ଖର୍ଚ୍ଚ କମେଇବାକୁ ଚେଷ୍ଟା କରନ୍ତୁ । ଆପଣ ନିଜ ବିଶ୍ଵସ୍ତ ଲୋକମାନଙ୍କ ହାତରେ ହିଁ ଯାହା ସମାଜ ସେବା ପାଇଁ ପୁଞ୍ଜି ଦେବେ ଏହା ଭଲ ହେବ । କିଛି ଭଲ ଲୋକଙ୍କ ସହ ଆପଣଙ୍କର ଦେଖା ହେବ ଯାହା ପାଇଁ ସେମାନେ ଆପଣଙ୍କୁ ରାସ୍ତା ସୁଗମ କରିବେ । ଆପଣ ନିଜର ପରିବାର ଲୋକଙ୍କୁ ସାବଧାନ ରେ ରହିବାକୁ କୁହନ୍ତୁ । କାହାକୁ ବି ନିଜର ଦୁର୍ବଳତା କୁହନ୍ତୁ ନି ହୁଏତ ଅଭି ଆପଣଙ୍କୁ ସେ ସାହାଜ୍ଯ କରିବେ ମାତ୍ର ପରେ ଏହା ଆପଣଙ୍କ ପାଇଁ ଖରାପ ସମୟ ଆଣିଦେବ । ଆପଣ ଓ ନିଜ ପରିବାର ଲୋକମାନେ ଜେଭଳି ପରଚର୍ଚ୍ଚା ଠାରୁ ଦୂରେଇ ରୁହନ୍ତି ତାହା ଧ୍ୟାନରେ ରଖନ୍ତୁ କାରଣ ଏଭଳି ହେବା ଦ୍ଵାରା ଆପଣଙ୍କର ପରିବାର ର ସନମାନ ରେ ଦାଗ ଲାଗି ପାରେ । ଆପଣ କିଛି ହଳଦିଆ ବସ୍ତ୍ର ଗରିବ ମାନଙ୍କୁ ଦାନ କରନ୍ତୁ ।
ମିଥୁନ: ଆଜି ଆପଣ ନିଜର ଅଧିକ ସମୟ ପରିବାର କୁ ଦେବେ । ଆଜି ଆପଣଙ୍କ ପାଇଁ ଏକ ପରୀକ୍ଷାର ଦିନ ହୁଏ ଏଭଳି କିଛି ପରିସ୍ଥିତିରେ ଆପଣ ଫଶୀ ଯିବେ ଯାହା ପାଇଁ ଆପଣଙ୍କୁ ନିଜର ମତ ଦେବା ପାଇଁ କଠିନ ହେବ । ଆପଣ ନିଜ ପିତା ମାତା ଙ୍କର ନାମ କୁ ଉଜ୍ଵଳ କରିବେ । ଆପଣଙ୍କ ଭଳି ସନ୍ତାନ ପାଇ ସେ ନିଜକୁ ଗର୍ବିତ ମନେ କରିବେ । ଆପଣ ଆଜି ନିଜର ଏକ ବହୁ ଦିନ ର ଆସା ପୂରଣ କରିବେ । ଆପଣଙ୍କର ସ୍ଥିତି ସୁଧୁରିବ । ଆପଣ ଆଗ ଅପେକ୍ଷା ଅଧିକ ଆୟ କରିବେ । ଯଦି କିଛି କଥା ଆପଣଙ୍କ ମନରେ ରାଖୀ ଥାଆନ୍ତି ତେବେ ଏହାକୁ ନିଜ ଠାରୁ ଅଧିକ ବିଶ୍ଵସ୍ତ ବ୍ୟକ୍ତି ଙ୍କୁ ଆପଣ କହି ପାରିବେ ।
ସିଂହ:ଆପଣ ଆଜି ନିଜକୁ ସମ୍ପୂର୍ଣ ରୂପେ ଧାର୍ମିକ କାମରେ ଲଗାଇବେ । ଆପଣ ଯଦି ନିଜର କିଛି କାମକୁ ନେଇ ହଇରାଣ ହାଉଛନ୍ତି ତେବେ ଆପଣ କିଛି ସମୟ ପାଇଁ ନିଜର ବିଚାରକୁ ଏଭଳି ଏକ ବ୍ୟକ୍ତି ସାମନାରେ କୁହନ୍ତୁ ଯିଏ ଏହାର ସମାଧାନ କରି ପାରିବ । ଆପଣ ନିଜର ପିଲା ମାନଙ୍କ ସହ ଆଜି ଭଲ ସମୟ ବିତାଇବେ । ଏହି ସମୟ ଆପଣଙ୍କୁ ଖୁସି ଓ ମନରେ ସାନ୍ତ୍ଵନା ଆଣିଦେବ । ଆପଣ ଆଜି ସକାଳୁ ଉଠି ଓସ୍ତ ଗଛ ମୂଳରେ କିଛି ପାଣି ଅର୍ପଣ କରନ୍ତୁ ଯାହା ଦ୍ଵାରା ଆପଣଙ୍କ ଘରେ କେବେବି କଳହ ପଶି ପାରିବନି ।
ତୁଳା:ଆପଣ ଏକ ଚିନ୍ତା ମୁକ୍ତ ଜୀବନ ବିତାଇବେ । ଆପଣ ନୂଆ ଜାଗାରେ କାମ କରି ପାରନ୍ତି । ଏହି ସମୟ ଭିଆତ୍ରେ ଆପଣ ନିଜର ଭାଗ୍ୟକୁ ନିଜେ ବଦଳେଇବେ । ଆପଣ ଅଧିକ ପରିଶ୍ରମ କରି ନିଜକୁ ଅନ୍ୟମାନଙ୍କ ଠାରୁ ଉଚ୍ଚ ପଦେ ରଖିବେ । ଆପଣଙ୍କର ଯଦି କେଉଁ ଜାଗାକୁ ଯିବାର ଅଛି ଆଜି ତାହେଲେ ଏହାକୁ ମନା କରି ଦିଅନ୍ତୁ । ଆଜି ର ଦୂରକୁ ଯିବା କିମ୍ବା ବଜାର ସଉଦା ପାଇଁ ଯିବା କାମକୁ ଆପଣ ଅନ୍ୟ କେଉଁ ଦିନ କରନ୍ତୁ ନହେଲେ ଆପଣ ଏହାକୁ କାଲୀ ପାଇଁ ରଖନ୍ତୁ । ଆଜି ଆପଣଙ୍କର ବାହାରକୁ ଯିବା ଖରାପ ହୋଇ ପାରେ । ଭଗବାନ ଶିବଙ୍କର ଆରାଧନା କରନ୍ତୁ ଭଲ ଫଳ ପ୍ରାପ୍ତି ହେବ ।
ଧନୁ:ଏହି ରାଶିର ଲୋକମାନେ ଆଜି ବିଶେଷ କରି ନିଯକୁ ଘର କାମରେ ରଖିବେ । ଆପଣ ଯଦି ଚାହିଁବେ ତାହେଲେ ଆପଣ ନିଜର କିଛି ସ୍ପେଶାଲ ଡିଶ କରି ଆଜି ଘର ଲୋକଙ୍କୁ ଖାଇବା ପାଇଁ ଦେବେ । ଧନର ବୃଦ୍ଧି ହେବ ମା ଲକ୍ଷ୍ମୀ ଙ୍କର କୃପା ଆଜି ଆପଣଙ୍କ ଉପରେ ଅଛି । ଚାଲୁଥିବା ସମୟ ସହ ନିଜ ଚିନ୍ତା ଧାରାକୁ ଆପଣ ବଦଳେଇଲେ ଏହା ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ । ଆପଣ ନିଜ ପରିବାର ରେ ଥିବା ମୁଖ୍ୟ ବ୍ୟକ୍ତି ସହ କଥା ହୋଇ ନିଜର ଆଗାମୀ କାମକୁ କରନ୍ତୁ । କାଲା ଗଣେଶ ଙ୍କୁ ୭ ଟି ଦୁବ ଦେଇ ଆରାଧନା କରନ୍ତୁ ।
କୁମ୍ଭ: ନିଜ ଆଖ ପାଖର ମାହୋଲ ଦେଖିକି ଆପଣ ଟିକେ ଚିନ୍ତିତ ହୋଇ ପଡିଥିବେ । ମାତ୍ର ଆପଣ ନିଜକୁ ସାହାହ ଦେଇ ରଖନ୍ତୁ ଯଦି ଆପଣ ଭାଙ୍ଗିଯିବେ ତେବେ ଆପଣଙ୍କର ପରିବାର ଉପରେ ଦିପଦ ଆସି ପାରେ । ନିଜକୁ ସୃଦୃଢ ରଖନ୍ତୁ ଓ ସୁରକ୍ଷା ପାଇଁ ଆପଣ ନିୟମ ମାନି ଚାଳନ୍ତୁ । ଆପଣ ଏହି ସମୟ ଭିତରେ ଅନେକ ଖୁସି ଖବର ପାଇବେ କିନ୍ତୁ ଯଦି ଆପଣ ନିଜ ଡର ପାଇଁ ଏହାକୁ ଉପଭୋଗ ନକରିବେ ଏହା ଆପଣଙ୍କର ଭୁଲ ଅଟେ । ନିଜ ଡରକୁ ହରାଇବା ପାଇଁ ଆପଣ ମହା ମୃତ୍ୟୁଞ୍ଜୟ ମନ୍ତ୍ର ବୋଲି ପାରିବେ । ଏହା ଦ୍ଵାରା ଆପଣ ଙ୍କର ଦେହ ଭଲ ରହିବ ଓ ଆପଣ ଖରାପ ଚିନ୍ତା ଓ ଡର ରୁ ମୁକ୍ତି ପାଇବେ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...