ଆଜିର ରାଶିଫଳ ଗୁରୁବାର ୨୦ ମଇ ୨୦୨୧

ମେଷ: ଆପଣଙ୍କ ସାଙ୍ଗ ମାନଙ୍କ ପାଖରୁ କିଛି ଭଲ ଖବର ପାଇ ପାରିବେ ଆପଣ । ନିଜ ଘରେ ରହି ଆପଣ ନିଜ ପରିବାର ଓ ପତ୍ନୀଙ୍କ ସହ କିଛି ସମୟ ବିତାନ୍ତୁ । ଆପଣ ନିଜର ଖାଦ୍ଯ ଓ ପାନୀୟ ର ବିଶେଷ ଧ୍ୟାନ ରଖନ୍ତୁ । ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ ଆପଣ ଯଦି ଚାହିଁବେ । ଆପଣଙ୍କର ଶନି ପ୍ରଭାବ ଭଲ ଥିବାରୁ ଆପଣ ଅନେକ ଭଲ କାମ କରିବେ । ଆପଣ ସକାଳୁ ଉଠିକି ଭଗବାନ ଶନି ଙ୍କୁ ଆରାଧନା କରନ୍ତୁ । ନିଜକୁ କୃର ଲୋକଙ୍କ ପାଖରୁ ଦୂରେଇ ରଖନ୍ତୁ ।
ମିଥୁନ: କାହା ଉପରେ ନ ଜାଣିକି ବିଶ୍ଵାସ କରନ୍ତୁ ନି । ନିଜର କାମରୁ ଆସିଥିବା ନିଜର ପଇସା କୁ ଆପଣ ନିଜର ଖରାପ ଗୁଣ ପାଇଁ ଖର୍ଚ୍ଚ କରନ୍ତୁ ନି । ଆପଣ ମାନେ ଯଦି ବ୍ୟବସାୟ କରୁଛନ୍ତି ତେବେ ଆପଣ ନିଜର ବ୍ୟାପାରରେ ଲଗା ହୋଇ ଥିବା ପଇସା କୁ ବାହାର କରନ୍ତୁ ଏହା ପରେ ଆପଣ ନୂଆ ନିବେଶ ପାଇଁ ଚେଷ୍ଟା କରିବେ । ଆପଣଙ୍କର ଶନି ଓ ସୂର୍ଯ୍ୟ ଙ୍କର ମିଲନ ହେଉଥିବାରୂ ଆପଣଙ୍କର ଭାଇ କିମ୍ବା ଭଉଣୀ ମାନେ ହଇରାଣ ହୋଇ ପାରନ୍ତି । ଆପଣଙ୍କର ଏହି ପରିସ୍ଥିତିରେ ସେମାନଙ୍କ ସହ ଝଗଡା ହୋଇ ପାରେ।
ସିଂହ:ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ବ୍ୟାପାର ପାଇଁ ଅନେକ ବାଟ ଖୋଲି ଜୀବ । ଆପଣ ନିଜ ପରିବାର ପାଇଁ କିଛି ଭଲ କାମ କରି ପାରିବେ । ଆପଣ ଯଦି ନିଜ ପାଇଁ କିଛି କିଣିବା ପାଇଁ ଚାହୁଁ ଛନ୍ତି ତେବେ ଏହାକୁ କିଣି ପାରିବେ । ଆପଣ ନିଜର ସମାଜରେ ଥିବା ରୋଗୀଙ୍କର ସେବାରେ ନିଜକୁ ନିୟୋଜିତ କରାଇବେ । ଆପଣ ସକାଳ ନିତ୍ୟ କର୍ମ ସାରି ଭଗବାନ ସୂର୍ଯ୍ୟଙ୍କୁ ଜଳ ଦାନ କରନ୍ତୁ ଦେଖିବେ ଆପଣଙ୍କର ଦେହ ସହ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।
ତୁଳା:ଆପଣ ନିଜର ଲେନ ଦେନ କାରବାର ପାଇଁ ଅଧିକ ସଚେତନ ହୋଇ ରହିବେ । ଆପଣ ଯଦି ଚାହିଁବେ ତାହେଲେ ଆପଣ ନିଜର କିଛି ନୂଆ ସଂସ୍ଥା ଖୋଲି ପାରିବେ । ଆପଣ ନିଜ ପିଲା ମାନଙ୍କ ସହ ଭଲ ସମୟ ବିତାଇବେ । ନିଜର ଗୁରୁଜନ ମାନଙ୍କ ଆଶୀର୍ବାଦ ଆପଣ ପାଇ ପାରିବେ । କିଛି ଲୋକ ମାନେ ଧନ ସଂଚୟ କରି ପାରିବେ । କିଛି ବ୍ୟକ୍ତି ମାନେ ଏହି ସମୟରେ ନୂଆ ଜାଗାକୁ ଯାଇ ପାରନ୍ତି ଟ୍ରାନ୍ସଫର ହୋଇକି।
ଧନୁ:ଏହି ରାଶିର ଲୋକମାନେ ଆଜି ବିଶେଷ ଭାବେ ଉପକୃତ ହେବେ ଆପଣ ନିଜର କାମକୁ ନେଇ ଅଧିକ ବ୍ୟସ୍ତ ରହିବେ ଏହା ଭଲ ହେଲେ ନିଜ ପାଇଁ ସମୟ କାଢି ଆପଣ କିଛି ସମୟ ଏକଲା ହୋଇ ବସନ୍ତୁ । ନିଜକୁ ବି ସମୟ ଦେବା ଆବଶ୍ୟକ ଅଟେ । ଆପଣ ଯଦି ଏକ ଛୋଟ ବ୍ୟବସାୟୀ ତେବେ ଏହି ସମୟରେ ଆପଣଙ୍କର ରୁଣ ଅଧିକ ହୋଇ ପାରେ । ଆପଣ ଉଠାଇ ଥିବା ଲୋନ ଅଭି କିଛି ସମୟ ପାଇଁ ମିଳିବନି ଯଦି ଆପଣ ଏହାକୁ ଚିନ୍ତା କରିବେ ତାହେଲେ ଆପଣ ନିଜର କାମ ସଠିକ ଭାବେ କରି ପାରିବେ ନି ଆପଣ ଏହା ଭାବିବା ଛାଡି କେବଳ ନିଜର କାମ କରିଚାଲନ୍ତୁ ।
କୁମ୍ଭ: ଆପଣ ଙ୍କର ଚାରି ପାଖରେ ସକାରାତ୍ମକ ଶକ୍ତି ରହି ଥିବାରୁ ଆପଣ ନିଜର କାମକୁ ଆଗକୁ ନେଇ ପାରିବେ । ଆପଣଙ୍କ ଜମି ବାଡି ସମସ୍ୟା ଦୂର ହୋଇ ପାରିବ । ଆପଣଙ୍କର ଜୀବନରେ କିଛି ମାଙ୍ଗଳିକ କାମ ହେବାର ଯୋଗ ଦେଖାଉଛି । ଆପଣଙ୍କ ବୈବାହିକ ଜୀବନ ଖୁସିରେ ବିତିବ । ଏହି ସମୟ ମଧ୍ୟ ରେ ଆପଣ ସନ୍ତାନ ମଧ୍ୟ ପାଇ ପାରିବେ । ନିଜ ଲୋକମାନଙ୍କୁ ସାହାଜ୍ୟ କରନ୍ତୁ । ପରରିବାର ରେ ଥିବା ଗୁରୁ ଜନ ଙ୍କର କଥାମାନି ନିଜର କାମକୁ ଆଗକୁ ନିଅନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...